କୋଭିଡ୍ ବାହାନାରେ ଡାଏଲିସିସ୍‌, କେମୋଥେରାପି ପାଇଁ ମନା କରିପାରିବେନି ଘରୋଇ ହସ୍ପିଟାଲ

ଭୁବନେଶ୍ୱର: ଘରୋଇ ଡାକ୍ତରଖାନା ପାଇଁ ଜାରିହେଲା ଗାଇଡଲାଇନ୍‌ । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଜାରି କରିଛି ଗାଇଡଲାଇନ । ଲକଡାଉନ ଆଳରେ ଡାଏଲିସିସ୍‌ , କେମୋଥେରାପି ଭଳି ଅନେକ ଜରୁରୀକାଳୀନ ସେବା ଯୋଗାଇବାରେ ଅନେକ ଘରୋଇ ଡାକ୍ତରଖାନା ପଛଘୁଞ୍ଚା ଦେଉଥିବା ନଜରକୁ ଆସିଥିବା ସ୍ୱାସ୍ଥ୍ୟ ବିଭାଗ କହିଛି ।  ଏହା ଆଦୌ ଗ୍ରହଣୀୟ ନୁହଁ । କେନ୍ଦ୍ର ସରକାର ମଧ୍ୟ ଜରୁରୀ ଡାକ୍ତରୀ ସେବା ଯୋଗାଇଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।  କେବଳ … Continue reading କୋଭିଡ୍ ବାହାନାରେ ଡାଏଲିସିସ୍‌, କେମୋଥେରାପି ପାଇଁ ମନା କରିପାରିବେନି ଘରୋଇ ହସ୍ପିଟାଲ