ତାଳଚେର କାର୍ତ୍ତିକେଶ୍ୱର ପୂଜା ଭସାଣୀରେ ସଂଘର୍ଷ: ଗାଡ଼ି ଭଙ୍ଗାରୁଜା କଲେ ଉତ୍ତ୍ୟକ୍ତ ଲୋକ

1 min read

ତାଳଚେର: ତାଳଚେର କାର୍ତ୍ତିକେଶ୍ୱର ପୂଜା ଭସାଣୀରେ ସଂଘର୍ଷ । ରବିବାର ରାତିରେ ହେଉଥିବା ଭସାଣୀ ଉତ୍ସବରେ ଏହି ସଂଘର୍ଷ ହୋଇଛି । ଦୁଇ ସାହି ମଧ୍ୟରେ ସଂଘର୍ଷ ହୋଇଛି ।

ଉଭୟ ପକ୍ଷରୁ ଢେଲାପଥର ମାଡ଼ ସହ ଗାଡି ଭଙ୍ଗାରୁଜା ଦୋକାନଘର ଭଙ୍ଗାରୁଜା ହୋଇଥିବା ଜଣାପଡିଛି ।

ସୂଚନା ମୁତାବକ ମଦ୍ୟପାନ ଓ କମେଣ୍ଟମରାକୁ କେନ୍ଦ୍ରକରି ଦୁଇସାହି ଭିତରେ ଆରମ୍ଭ ହୋଇଥିଲା ବଚସା । ପରେ ଏହା ଉଗ୍ରରୂପ ଧାରଣ କରିଥିଲା । ତାଲଚେର ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଛି । ')}

Leave a Reply