Homeଓଡ଼ିଶା February 15, 2020 Nandighosha Tv Latest Posts ତାଜା ଖବର ମହାନଦୀ ଜଳ ବିବାଦ: ଦଶହରା ପୂର୍ବରୁ ଆସିପାରେ ଶୁଭ ଖବର ଓଡ଼ିଶା ଭୁବନେଶ୍ୱର ଡିସିପି ଜଗମୋହନ ମୀନାଙ୍କ ଇସ୍ତଫା ଗୃହୀତ, କେନ୍ଦ୍ର ଗୃହ ମନ୍ତ୍ରାଳୟର ମଞ୍ଜୁରୀ ଓଡ଼ିଶା ଗଣେଶ ପୂଜାରେ ହିଞ୍ଜିଳିକାଟୁରେ ଚାଲିଗଲା ୩ ଜୀବନ, ଶୋକ ପ୍ରକାଶ କଲେ ନବୀନ ପଟ୍ଟନାୟକ ଆଜିଠାରୁ ୨୯ ଫେବ୍ରୁଆରୀ ଯାଏଁ ମାଗଣା ମିଳିବ Fastag: ପଢ଼ନ୍ତୁ କେଉଁଠି ନୂଆଦିଲ୍ଲୀ: ଆଜିଠୁ ମାଗଣା ମିଳିବ Fastag । କେନ୍ଦ୍ର ସରକାରଙ୍କ ପକ୍ଷରୁ ସଡ଼କ କର ଆଦାୟ ବଢ଼ାଇବା ଉଦ୍ଦେଶ୍ୟରେ ଏହି ସୁବିଧ ଆରମ୍ଭ କରାଯାଇଛି । ୨୯ ଫେବ୍ରୁଆରୀ ଯାଏଁ Fastag ମାଗଣାରେ ଦିଆଯିବ । ଏଣିକି Fastag ପାଇଁ ଆପଣଙ୍କୁ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବନାହିଁ । ୧୫ ଫେବ୍ରୁଆରୀଠାରୁ ୨୯ ଫେବ୍ରୁଆରୀ ଯାଏଁ ମଗଣାରେ ପାଇପାରିବେ Fastag । ସରକାର ଇଲୋକଟ୍ରନିକ ସଡ଼କ କର ସଂଗ୍ରହ ବଢ଼ାଇବା ଉଦ୍ଦେଶ୍ୟରେ ଏଭଳି ନିଷ୍ପତ୍ତି ନେଇଛନ୍ତି । ଜାତୀୟ ରାଜମାର୍ଗ ପ୍ରାଧିକରଣ ପକ୍ଷରୁ ଏହା ଯୋଗାଇଦିଆଯିବ । ସରକାର ଦେଶରେ ଥିବା ୫୨୭ରୁ ଅଧିକ ଜାତୀୟ ରାଜପଥରେ Fastag ଆଧାରିତ ଟୋଲ ସଂଗ୍ରହ ବ୍ୟବସ୍ଥା ଆରମ୍ଭ କରିଛନ୍ତି । ସଡ଼କ ପରିବହନ ଏବଂ ରାଜମାର୍ଗ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, Fastag କିଣିବା ପାଇଁ ଲୋକଙ୍କୁ ୧୦୦ ଦେବାକୁ ପଡ଼ୁଥିଲା । ଏନ୍ଏଚ୍ ପଥକର ପ୍ଳାଜାରେ Fastag ଜରିଆରେ ଡିଜିଟାଲ ଉପାୟରେ ସଂଗ୍ରହ ବଢ଼ାଇବା ପାଇଁ ଏହି ଟଙ୍କା ନନେବାକୁ ନିଷ୍ପତ୍ତି ନିଆଯାଇଛି । ଆପଣ ଯେ କୌଣସି ଅଧିକୃତ ପଏଣ୍ଟ ଅଫ୍ ସେଲ୍ ରେ ନିଜ ଗାଡ଼ିର ଆରସି ଦେଖାଇ ମାଗଣାରେ Fastag ପାଇପାରିବେ । ଏ ନେଇ ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶିତ । February 15, 2020 Nandighosha Tv FacebookInstagramTwitterYoutube RELATED ARTICLES ତାଜା ଖବର ମହାନଦୀ ଜଳ ବିବାଦ: ଦଶହରା ପୂର୍ବରୁ ଆସିପାରେ ଶୁଭ ଖବର ଓଡ଼ିଶା ଭୁବନେଶ୍ୱର ଡିସିପି ଜଗମୋହନ ମୀନାଙ୍କ ଇସ୍ତଫା ଗୃହୀତ, କେନ୍ଦ୍ର ଗୃହ ମନ୍ତ୍ରାଳୟର ମଞ୍ଜୁରୀ ଓଡ଼ିଶା ଗଣେଶ ପୂଜାରେ ହିଞ୍ଜିଳିକାଟୁରେ ଚାଲିଗଲା ୩ ଜୀବନ, ଶୋକ ପ୍ରକାଶ କଲେ ନବୀନ ପଟ୍ଟନାୟକ Latest Posts ତାଜା ଖବର ମହାନଦୀ ଜଳ ବିବାଦ: ଦଶହରା ପୂର୍ବରୁ ଆସିପାରେ ଶୁଭ ଖବର ଓଡ଼ିଶା ଭୁବନେଶ୍ୱର ଡିସିପି ଜଗମୋହନ ମୀନାଙ୍କ ଇସ୍ତଫା ଗୃହୀତ, କେନ୍ଦ୍ର ଗୃହ ମନ୍ତ୍ରାଳୟର ମଞ୍ଜୁରୀ ଓଡ଼ିଶା ଗଣେଶ ପୂଜାରେ ହିଞ୍ଜିଳିକାଟୁରେ ଚାଲିଗଲା ୩ ଜୀବନ, ଶୋକ ପ୍ରକାଶ କଲେ ନବୀନ ପଟ୍ଟନାୟକ ଓଡ଼ିଶା ଖଜା ବି ଭେଜାଲ! ପୁରୀରେ ଚଢ଼ାଉ, ୩ କୁଇଣ୍ଟାଲରୁ ଅଧିକ ଖଜା ଜବତ Don't Miss ତାଜା ଖବର ମହାନଦୀ ଜଳ ବିବାଦ: ଦଶହରା ପୂର୍ବରୁ ଆସିପାରେ ଶୁଭ ଖବର ଓଡ଼ିଶା ଭୁବନେଶ୍ୱର ଡିସିପି ଜଗମୋହନ ମୀନାଙ୍କ ଇସ୍ତଫା ଗୃହୀତ, କେନ୍ଦ୍ର ଗୃହ ମନ୍ତ୍ରାଳୟର ମଞ୍ଜୁରୀ ଓଡ଼ିଶା ଗଣେଶ ପୂଜାରେ ହିଞ୍ଜିଳିକାଟୁରେ ଚାଲିଗଲା ୩ ଜୀବନ, ଶୋକ ପ୍ରକାଶ କଲେ ନବୀନ ପଟ୍ଟନାୟକ ଓଡ଼ିଶା ଖଜା ବି ଭେଜାଲ! ପୁରୀରେ ଚଢ଼ାଉ, ୩ କୁଇଣ୍ଟାଲରୁ ଅଧିକ ଖଜା ଜବତ ଓଡ଼ିଶା ଟୁଇନ୍ ସିଟିରେ କଡ଼ାକଡ଼ି ହେଲା NBW ଡ୍ରାଇଭ୍, ଅମାନିଆଠାରୁ ଅପରାଧୀ—କାହାରିକୁ ତ୍ରାହି ନାହିଁ September 2026 August 2026 July 2026 June 2026 May 2026 April 2026