Homeଓଡ଼ିଶା February 15, 2020 Nandighosha Tv Latest Posts Odisha ଛେନାପୋଡ଼ ଦିବସ ପାଳୁଛି ଓଡିଶା ମୁଖ୍ୟ ଖବର ଗାଈ କ୍ଷୀର ହେଲା କି ବିଷ ? କ୍ଷୀର ପିଇ ୫୦ରୁ ଅଧିକ ଲୋକ ଅସୁସ୍ଥ ଅନ୍ତର୍ଜାତୀୟ ଇରାନରେ ୧୦୦୦ ଘଣ୍ଟା ହେଲା ଇଣ୍ଟରନେଟ୍ ସେବା ବନ୍ଦ ଆଜିଠାରୁ ୨୯ ଫେବ୍ରୁଆରୀ ଯାଏଁ ମାଗଣା ମିଳିବ Fastag: ପଢ଼ନ୍ତୁ କେଉଁଠି ନୂଆଦିଲ୍ଲୀ: ଆଜିଠୁ ମାଗଣା ମିଳିବ Fastag । କେନ୍ଦ୍ର ସରକାରଙ୍କ ପକ୍ଷରୁ ସଡ଼କ କର ଆଦାୟ ବଢ଼ାଇବା ଉଦ୍ଦେଶ୍ୟରେ ଏହି ସୁବିଧ ଆରମ୍ଭ କରାଯାଇଛି । ୨୯ ଫେବ୍ରୁଆରୀ ଯାଏଁ Fastag ମାଗଣାରେ ଦିଆଯିବ । ଏଣିକି Fastag ପାଇଁ ଆପଣଙ୍କୁ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବନାହିଁ । ୧୫ ଫେବ୍ରୁଆରୀଠାରୁ ୨୯ ଫେବ୍ରୁଆରୀ ଯାଏଁ ମଗଣାରେ ପାଇପାରିବେ Fastag । ସରକାର ଇଲୋକଟ୍ରନିକ ସଡ଼କ କର ସଂଗ୍ରହ ବଢ଼ାଇବା ଉଦ୍ଦେଶ୍ୟରେ ଏଭଳି ନିଷ୍ପତ୍ତି ନେଇଛନ୍ତି । ଜାତୀୟ ରାଜମାର୍ଗ ପ୍ରାଧିକରଣ ପକ୍ଷରୁ ଏହା ଯୋଗାଇଦିଆଯିବ । ସରକାର ଦେଶରେ ଥିବା ୫୨୭ରୁ ଅଧିକ ଜାତୀୟ ରାଜପଥରେ Fastag ଆଧାରିତ ଟୋଲ ସଂଗ୍ରହ ବ୍ୟବସ୍ଥା ଆରମ୍ଭ କରିଛନ୍ତି । ସଡ଼କ ପରିବହନ ଏବଂ ରାଜମାର୍ଗ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, Fastag କିଣିବା ପାଇଁ ଲୋକଙ୍କୁ ୧୦୦ ଦେବାକୁ ପଡ଼ୁଥିଲା । ଏନ୍ଏଚ୍ ପଥକର ପ୍ଳାଜାରେ Fastag ଜରିଆରେ ଡିଜିଟାଲ ଉପାୟରେ ସଂଗ୍ରହ ବଢ଼ାଇବା ପାଇଁ ଏହି ଟଙ୍କା ନନେବାକୁ ନିଷ୍ପତ୍ତି ନିଆଯାଇଛି । ଆପଣ ଯେ କୌଣସି ଅଧିକୃତ ପଏଣ୍ଟ ଅଫ୍ ସେଲ୍ ରେ ନିଜ ଗାଡ଼ିର ଆରସି ଦେଖାଇ ମାଗଣାରେ Fastag ପାଇପାରିବେ । ଏ ନେଇ ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶିତ । February 15, 2020 Nandighosha Tv FacebookInstagramTwitterYoutube RELATED ARTICLES ମୁଖ୍ୟ ଖବର ଗାଈ କ୍ଷୀର ହେଲା କି ବିଷ ? କ୍ଷୀର ପିଇ ୫୦ରୁ ଅଧିକ ଲୋକ ଅସୁସ୍ଥ ଅନ୍ତର୍ଜାତୀୟ ଇରାନରେ ୧୦୦୦ ଘଣ୍ଟା ହେଲା ଇଣ୍ଟରନେଟ୍ ସେବା ବନ୍ଦ ଓଡ଼ିଶା ବିନା ନୋଟିସରେ ବନ୍ଧକ ସୁନାକୁ ବିକି ଦେଲା ଫାଇନାନ୍ସ କମ୍ପାନୀ Latest Posts Odisha ଛେନାପୋଡ଼ ଦିବସ ପାଳୁଛି ଓଡିଶା ମୁଖ୍ୟ ଖବର ଗାଈ କ୍ଷୀର ହେଲା କି ବିଷ ? କ୍ଷୀର ପିଇ ୫୦ରୁ ଅଧିକ ଲୋକ ଅସୁସ୍ଥ ଅନ୍ତର୍ଜାତୀୟ ଇରାନରେ ୧୦୦୦ ଘଣ୍ଟା ହେଲା ଇଣ୍ଟରନେଟ୍ ସେବା ବନ୍ଦ ଓଡ଼ିଶା ବିନା ନୋଟିସରେ ବନ୍ଧକ ସୁନାକୁ ବିକି ଦେଲା ଫାଇନାନ୍ସ କମ୍ପାନୀ Don't Miss Odisha ଛେନାପୋଡ଼ ଦିବସ ପାଳୁଛି ଓଡିଶା ମୁଖ୍ୟ ଖବର ଗାଈ କ୍ଷୀର ହେଲା କି ବିଷ ? କ୍ଷୀର ପିଇ ୫୦ରୁ ଅଧିକ ଲୋକ ଅସୁସ୍ଥ ଅନ୍ତର୍ଜାତୀୟ ଇରାନରେ ୧୦୦୦ ଘଣ୍ଟା ହେଲା ଇଣ୍ଟରନେଟ୍ ସେବା ବନ୍ଦ ଓଡ଼ିଶା ବିନା ନୋଟିସରେ ବନ୍ଧକ ସୁନାକୁ ବିକି ଦେଲା ଫାଇନାନ୍ସ କମ୍ପାନୀ ଓଡ଼ିଶା ଆଜି ଶେଷ ହୋଇପାରେ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଅଳଙ୍କାର ମଣତିଗଣତି April 2026 March 2026 February 2026 January 2026 December 2025 November 2025