ଏଣିକି କଲ୍ ଭେରିଫାଇ କରିବ ଗୁଗୁଲ

ନୂଆଦିଲ୍ଲୀ: ସର୍ଚ୍ଚ ଇଞ୍ଜିନ ‘ଗୁଗୁଲ’ ଆଣିଛି ନୂଆ ଫିଚର । କମ୍ପାନୀର ସଦ୍ୟ ଘୋଷଣା ଅନୁଯାୟୀ ‘ଗୁଗୁଲ’ ପକ୍ଷରୁ ଏକ ନୂଆ ଫିଚର ଆରମ୍ଭ କରାଯାଇଛି । ଯାହା ସହାୟତାରେ ଏଣିକି ଆପଣଙ୍କୁ କଲ୍ କରୁଥିବା ବ୍ୟକ୍ତିଙ୍କ ପରିଚୟ ଯାଞ୍ଚ କରିବ ଗୁଗୁଲର verified calls ଫିଚର । ଏହା ଦ୍ୱାରା ଆପଣଙ୍କୁ କିଏ କଲ୍ କରୁଛି ଆପଣ ତାହା ଜାଣିପାରିବେ । ପୂର୍ବରୁ ଏହା ଜାଣିବା ପାଇଁ ମୋବାଇଲ ୟୁଜର୍ସ ଟ୍ରୁକଲର ଆପ୍ ବ୍ୟବହାର କରୁଥିଲେ  … Continue reading ଏଣିକି କଲ୍ ଭେରିଫାଇ କରିବ ଗୁଗୁଲ