spot_img

Latest Posts

ଆମ୍ବୁଲାନ୍ସକୁ ପଛ ପଟୁ ଧକ୍କା ଦେଲା ମାଲ ବୋଝେଇ ଟ୍ରକ ; ରାସ୍ତା କଡ଼କୁ ଓଲଟିଲା ଆମ୍ବୁଲାନ୍ସ

ନନ୍ଦିଘୋଷ ବ୍ୟୁରୋ : ଖୋର୍ଦ୍ଧା ଟାଙ୍ଗୀ ଥାନା କୁହୁଡି ନିକଟରେ ଆମ୍ବୁଲାନ୍ସକୁ ପଛ ପଟୁ ଧକ୍କା ଦେଲା ମାଲ ବୋଝେଇ ଟ୍ରକ । ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟିଲା ଆମ୍ବୁଲାନ୍ସ । ଚାଳକ ସହ ଦୁଇ ଜଣ ଗୁରୁତର ହୋଇଛନ୍ତି।  ଖବର ପାଇ ଟାଙ୍ଗୀ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଗୁରୁତରଙ୍କୁ ଉଦ୍ଧାର କରି ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛି। ରୋଗୀଙ୍କୁ ଭୁବନେଶ୍ୱର  ହସ୍ପିଟାଲରେ ଛାଡି ବିଶାଖାପାଟଣା ଫେରିବା ବେଳେ  ଗତକାଲି ରାତିରେ ଘଟିଛି ଦୁର୍ଘଟଣା।  ପୋଲିସ  ଦୁର୍ଘଟଣାଗ୍ରସ୍ତ ଗାଡି ଦୁଇଟିକୁ ଜବତ କରି ତଦନ୍ତ କରୁଛି।

Latest Posts

Don't Miss