ବନ୍ଧୁକ ଦେଖାଇ ନେଇଗଲେ ୨ ଭରି ସୁନା

1 min read

କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ତାରାପୁର-ନୂଆଗୁଡ଼ା ମୁଖ୍ୟ ରାସ୍ତାରୁ ଲୁଟ୍ । ୩ ଜଣ ଦୁର୍ବୃତ୍ତ ବାଇକରେ ଆସି ଦମ୍ପତିଙ୍କ ଠାରୁ ୨ ଭରି ସୁନା ଓ ମୋବାଇଲ ଲୁଟି ନେଇଥିବା ଅଭିଯୋଗ ହୋଇଛି । ସ୍ୱାମୀ, ସ୍ତ୍ରୀ ଆମ୍ବପାଣି କଲୋନୀ ପଡ଼ାରୁ କୌଣସି କାମରେ ଧର୍ମଗଡ଼ ଆସୁଥିବା ବେଳେ ଦୁର୍ବୃତ୍ତମାନେ ବନ୍ଧୁକ ମୁନରେ ଲୁଟ୍ କରି ଫେରାର ହୋଇଯାଇଛନ୍ତି । ')}

Leave a Reply