ଲୋକସଭା ଓ ବିଧାନସଭା ପାଇଁ ବିଜେଡିର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା
1 min readଭୁବନେଶ୍ୱର: ବିଜେଡିର ପ୍ରାର୍ଥୀ ତାଲିକା ଘୋଷଣା । ପ୍ରଥମ ପର୍ଯ୍ୟାୟରେ ୭୨ ବିଧାନସଭା ଆସନ ବିଜେଡି ତା’ର ପ୍ରାର୍ଥୀ ଘୋଷଣା କରିଛି। ସେହିପରି ୯ଟି ଲୋକସଭା ଆସନ ପାଇଁ ବିଜେଡି ତା’ର ପ୍ରାର୍ଥିଙ୍କ ନାମ ଘୋଷଣା କରିଛି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାର ଦିନ ପ୍ରାର୍ଥି ତାଲିକା ଘୋଷଣା କରିଛନ୍ତି । ସମ୍ବଲପୁର ଲୋକସଭା ଆସନରୁ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଲଢିବାକୁ ଥିବା ବେଳେ ଆଜି ବିଜେଡିରେ ସାମିଲ ହୋଇଥିବା ମନ୍ମଥ ରାଉତରାୟଙ୍କୁ ଦଳ ଭୁବନେଶ୍ବର ଲୋକସଭା ଆସନ ପାଇଁ ପ୍ରାର୍ଥୀ କରିଛି ।
ବିଜେଡିର ପ୍ରଥମ ପର୍ଯ୍ୟାୟ ଲୋକସଭା ପ୍ରାର୍ଥୀ ତାଲିକା
ସମ୍ବଲପୁର –ପ୍ରଣବ ପ୍ରକାଶ ଦାସ
କୋରାପୁଟ-କୌଶଲ୍ୟା ହିକ୍କକା
ସୁନ୍ଦରଗଡ଼- ଦିଲୀପ ତିର୍କୀ
ଭୁବନେଶ୍ବର- ମନ୍ମଥ ରାଉତରାୟ
କେନ୍ଦ୍ରାପଡ଼ା- ଅଂଶୁମାନ ମହାନ୍ତି
କଳାହାଣ୍ଡି – ଲମ୍ବୋଦର ନିଆଲ
ମୟୂରଭଞ୍ଜ- ସୁଦାମ ମାର୍ଣ୍ଡି
ଆସ୍କା- ରଂଜିତା ସାହୁ
ନବରଙ୍ଗପୁର- ପ୍ରଦୀପ ମାଝୀ
ବିଜେଡିର ପ୍ରଥମ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା
ବିଷମ କଟକ – ଜଗନ୍ନାଥ ସାରକା
ଗୁଣୁପୁର – ରଘୁନାଥ ଗମାଙ୍ଗ
ରାୟଗଡ଼ା – ଅନୁସୟା ମାଝି
ବରଗଡ଼ – ଦେବେଶ ଆଚାର୍ଯ୍ୟ
ବିଜେପୁର – ରୀତା ସାହୁ
ଅତାବିରା – ସ୍ନେହାଙ୍ଗିନି ଛୁରିଆ
ଭଟଲି – ସୁଶାନ୍ତ ସିଂ
ଜଳେଶ୍ବର – ଅଶ୍ବିନୀ ପାତ୍ର
ବସ୍ତା – ସୁବାସିନୀ ଜେନା
ସୁକିନ୍ଦା – ପ୍ରୀତିରଞ୍ଜନ ଘଡାଇ
ଢେଙ୍କାନାଳ – ସୁଧୀର ସାମଲ
କାମାକ୍ଷାନଗର – ପ୍ରଫୁଲ୍ଲ ମଲ୍ଲିକ
ପରଜଙ୍ଗ – ନୃସିଂହ ସାହୁ
ପାଲଲହଡା – ମୁକେଶ ପାଲ୍
ଛେଣ୍ଡିପଦା – ସୁଶାନ୍ତ କୁମାର ବେହେରା
ସୋନପୁର- ନିରଞ୍ଜନ ପୁଜାରୀ
ଲୋଇସିଂହା – ନିହାର ବେହେରା
ପାଟଣାଗଡ଼ – ସରୋଜ ମେହେର
ଭଣ୍ଡାରିପୋଖରୀ – ସଂଜୀବ ମଲ୍ଲିକ
ଭଦ୍ରକ – ପ୍ରଫୁଲ୍ଲ ସାମଲ
ବାସୁଦେବପୁର – ବିଷ୍ଣୁବ୍ରତ ରାଉତରାୟ
ଧାମନଗର – ଡ. ସଂଜୟ ଦାସ
ଚାନ୍ଦବାଲି – ବ୍ୟୋମକେଶ ରାୟ
ବିଞ୍ଝାରପୁର – ପ୍ରମିଳା ମଲ୍ଲିକ
ଧର୍ମଶାଳା – ପ୍ରଣବ ବଳବନ୍ତରାୟ
ଯାଜପୁର – ସୁଜାତା ସାହୁ
ବଲାଙ୍ଗିର – କଳିକେଶ ସିଂହଦେଓ
ଟିଟଲାଗଡ଼ – ଟୁକୁନି ସାହୁ
ନୂଆପଡ଼ା – ରାଜେନ୍ଦ୍ର ଢୋଲକିଆ
ଉମରକୋଟ – ନବୀନ ନାୟକ
ଝରିଗାଁ – ରମେଶ ମାଝୀ
ନବରଙ୍ଗପୁର – କୌଶଲ୍ୟା ପ୍ରଧାନୀ
ଡାବୁଗାଁ -ମନୋହର ରନ୍ଧାରି
ଲାଞ୍ଜିଗଡ଼ – ପ୍ରଦୀପ ଦିଶାରୀ
ଜୁନାଗଡ଼ – ବିଦ୍ୟଶଙ୍କର ମିଶ୍ର
ଧର୍ମଗଡ଼ – ପୁଷ୍ପେନ୍ଦ୍ର ସିଂହଦେଓ
ଭବାନୀପାଟଣା – ଲତିକା ନାୟକ
ଜି ଉଦୟଗିରି- ସାଲୁଗା ପ୍ରଧାନ
କଣ୍ଟାମାଳ – ମହୀଧର ରଣା
ବୌଦ୍ଧ- ପ୍ରଦୀପ ଅମାତ
ବଡମ୍ବା – ଦେବୀ ମିଶ୍ର
ବାଙ୍କି – ଦେବୀ ରଞ୍ଜନ ତ୍ରିପାଠୀ
ଆଠଗଡ଼ – ରଣେନ୍ଦ୍ର ପ୍ରତାପ ସ୍ବାଇଁ
କଟକ ଚୌଦ୍ବାର – ସୌଭିକ୍ ବିଶ୍ବାଳ
ନିଆଳି – ପ୍ରମୋଦ ମଲ୍ଲିକ
କଟକ ସଦର – ଚନ୍ଦ୍ର ସାରିଥି ବେହେରା
ପାଟକୁରା – ଅରବିନ୍ଦ ମହାପାତ୍ର
ଆଳି – ପ୍ରତାପ ଦେବ
ରାଜନଗର – ଧୃବ ସାହୁ
ମହାକାଳପଡ଼ା – ଅତନୁ ସବ୍ୟସାଚୀ ନାୟକ
ପୁରୀ – ସୁନୀଲ ମହାନ୍ତି
ବ୍ରହ୍ମଗିରି – ଉମା ସାମନ୍ତରାୟ
ସତ୍ୟବାଦୀ – ସଂଜୟ ଦାଶବର୍ମା
ପିପିଲି – ରୁଦ୍ର ମହାରଥି
ଜଟଣି – ବିଭୁତି ବଳବନ୍ତରାୟ
ରଣପୁର – ସତ୍ୟ ପ୍ରଧାନ
ଦଶପଲ୍ଲା – ରମେଶ ବେହେରା
ନୟାଗଡ଼ – ଅରୁଣ କୁମାର ସାହୁ
ଭଞ୍ଜନଗର – ବିକ୍ରମ ଆରୁଖ୍
ପୋଲସରା – ଶ୍ରୀକାନ୍ତ ସାହୁ
କବିସୂର୍ଯ୍ୟନଗର – ଲତିକା ପ୍ରଧାନ
ଛତ୍ରପୁର – ସୁବାସ ବେହେରା
ସୋରଡା – ସଂଘମିତ୍ରା ସ୍ବାଇଁ
ହିଞ୍ଜିଳି – ନବୀନ ପଟ୍ଟନାୟକ
ଗୋପାଳପୁର – ବିକ୍ରମ ପଣ୍ଡା
ଦିଗପହଣ୍ଡି – ବିପ୍ଳବ ପାତ୍ର
ଚିକିଟି – ଚିନ୍ମୟାନନ୍ଦ ଶ୍ରୀରୂପଦେବ
କୋଟପାଡ଼ – ଚନ୍ଦ୍ରଶେଖର ମାଝି
କୋରାପୁଟ- ରଘୁରାମ ପୋଡାଲ
ମାଲକାନଗିରି – ମାନସ ମାଡକାମି
ଘଷିପୁରା – ବଦ୍ରି ପାତ୍ର
ପାଟଣା – ଜଗନ୍ନାଥ ନାୟକ