ନନ୍ଦିଘୋଷ ବ୍ୟୁରୋ : ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁ ରନ୍ଧନ ଗ୍ୟାସର ଅଭାବ ଦେଖାଦେଇଛି l ଯାହାର ପ୍ରଭାବ ସିଧାସଳଖ ହୋଟେଲ ଶିଳ୍ପ ଓ ଖାଉଟିଙ୍କ ଉପରେ ପଡିଛି l ଆଉ ଏହି ଗ୍ୟାସ ସଙ୍କଟରୁ ବାଦ ପଡ଼ିନି ଢେଙ୍କାନାଳ l ଢେଙ୍କାନାଳ ବରାର ଢେର ଚାହିଦା ଥିବାବେଳେ ଗ୍ୟାସ ସଙ୍କଟ ଯୋଗୁ ହୋଟେଲ ଗୁଡିକ ଏବେ ସମସ୍ୟାରେ ପଡିଛନ୍ତି l ବରା ବେପାର ମାନ୍ଦା ଥିବାବେଳେ ବିକ୍ରି ଏକ ପ୍ରକାର ଠପ ରହିଛି l ବୃଦ୍ଧି ପାଇଛି ବରାର ଦର।

