ଗଞ୍ଜାମ: ଗଞ୍ଜାମ ପାଟପୁର ଥାନା ତପ୍ତପାଣି ଘାଟିରେ ଓଲଟିଲା ବସ୍ । ୫ ମୃତ ୩୦ରୁ ଅଧିକ ଆହତ । ବସ୍ ତଳେ ଆଉ କିଛି ଯାତ୍ରୀ ଚାପି ହୋଇ ରହିଥିବା କୁହାଯାଉଛି । ମୃତକ ହେଲେ ଝୁନୁ ବେହେରା, ବିଦ୍ୟୁତ ନାୟକ ।

ଘନ କୁହୁଡ଼ି କାରଣରୁ ବସ୍ଟି ଓଲଟି ପଡ଼ିଥିବା କୁହାଯାଉଛି । ସମସ୍ତ ଆହତଙ୍କୁ ସାନଖେମୁଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି ଅଗ୍ନିଶମ ଅଧିକାରୀ ।

