ଲକ୍ଷାଧିକ ଟଙ୍କାର ଗଞ୍ଜେଇ ନେଇ ଯାଉଥିଲେ, ବସ୍‌ଷ୍ଟାଣ୍ଡରେ ଧରାହେଲେ

କଳାହାଣ୍ଡି: ଭବାନିପାଟଣାରେ ସ୍କୁଲ ବ୍ୟାଗରୁ ୨୦କେଜିରୁ ଉର୍ଦ୍ଧ୍ୱ ଗଞ୍ଜେଇ ଜବତ, ୨ଗିରଫ ।  ଜବତ ଗଞ୍ଜେଇର ମୂଲ୍ୟ ଏକ ଲକ୍ଷରୁ ଅଧିକ ବୋଲି ଅନୁମାନ କରାଯାଉଛି । ଭବାନିପାଟଣା ଟାଉନ ଥାନା ପୋଲିସ ନୂଆ ବସ୍‌ଷ୍ଟାଣ୍ଡରେ ଚଢାଉ କରିଥିଲା । ଅଭିଯୁକ୍ତ ନବରଙ୍ଗପୁର ସାରଙ୍ଗମୁଣ୍ଡା ଗାଁର ମୋତିଲାଲ ବାଗ୍‌ ଓ ସପିନ ଗରଡ଼ା । ନବରଙ୍ଗପୁରରୁ ଝାରସୁଗୁଡ଼ ଗଞ୍ଜେଇ ଚାଲାଣ ହେଉଥିଲା ।

Leave a Reply