spot_img

Latest Posts

ହାଇକୋର୍ଟରେ ଭୁବନେଶ୍ଵର ଗାଡ଼କଣ ଡମ୍ପିଂୟାର୍ଡ ମାମଲା

ନନ୍ଦିଘୋଷ ବ୍ୟୁରୋ: ହାଇକୋର୍ଟରେ ଭୁବନେଶ୍ଵର ଗାଡ଼କଣ ଡମ୍ପିଂୟାର୍ଡ ମାମଲା ଜନସ୍ବାର୍ଥ ମାମଲାର ଶୁଣାଣୀ କରି ଦିନ ଭିତରେ ସତ୍ୟପାଠ ଦାଖଲ କରିବାକୁ ବିଏମସିକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ ଅଳିଆ ପକାଇ ପରିବେଶକୁ ନଷ୍ଟ କରାଯାଉଥିବା ଦର୍ଶାଇ ଦାୟର ହୋଇଥିଲା ମାମଲା ପରିବେଶ ମଞ୍ଜୁରୀ, ଆବର୍ଜନା ନିରାପତ୍ତା ନିୟମ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ବିନା ଅନୁମୋଦନରେ ଦୀର୍ଘ ୧୮ ବର୍ଷରୁ ଅଧିକ ସମୟ ଧରି ବେଆଇନ ଭାବେ ଅଳିଆ ଗଦା ଯାଉଥିବା ଆବେଦନରେ ଦର୍ଶାଯାଇଥିଲା ଆଡଭୋକେଟ ବିରଜା ମହାପାତ୍ର, ବିପ୍ଳବ ବାହାଲି ସୂର୍ଯ୍ୟ ମିଶ୍ରଙ୍କ ଦ୍ୱାରା ଆଗତ ଏହି ମାମଲାରେ ବାରମ୍ବାର ଦୃଷ୍ଟି ଆକର୍ଷଣ ପରେ ବିଏମସି ରାଜ୍ୟ ସରକାର ଏହାକୁ ଅଣଦେଖା କରି ଚାଲିଥିବା ଦର୍ଶା ଯାଇଥିଲା ଆଜି ମାମଲାର ଶୁଣାଣୀ କରି ଦିନ ଭିତରେ ସତ୍ୟପାଠ ଦାଖଲ କରିବାକୁ ବିଏମସିକୁ ନିର୍ଦ୍ଦେଶ ଦେଇଛନ୍ତି ଉଚ୍ଚ ନ୍ୟାୟାଳୟ

Latest Posts

Don't Miss