ଇରଫାନଙ୍କୁ ଅଲବିଦା କହିଲେ ଅମିତାଭଙ୍କଠାରୁ କେଜ୍ରିୱାଲ
ମୁମ୍ବାଇ : କରୋନା ଭିତରେ ଆଉ ଗୋଟିଏ ହୃଦୟ ବିଦାରକ ଖବର ଆସିଛି । ବଲିଉଡର ଗ୍ଲୋବାଲ ଅଭିନେତା ଇରଫାନ୍ ଖାନ ଦୁନିଆକୁ କହିଛନ୍ତି ଅଲବିଦା । ନିଜ ଅଭିନୟର ଯାଦୁ ଦ୍ୱାରା ପୁରା ଦେଶକୁ ଗତ ତିନି ଦଶନ୍ଧୀ ଧରି ମୋହାଛନ୍ନ କରିଥିବା ଇରଫାନ୍ ମୁମ୍ବାଇର ଗୋଟିଏ ଘରୋଇ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଇରଫାନଙ୍କ ଅସମୟ ମୃତ୍ୟୁରେ ଦେଶର ନାମିଦାମୀ ଶୋକବ୍ୟକ୍ତ କରିଛନ୍ତି । T 3516 – .. just … Continue reading ଇରଫାନଙ୍କୁ ଅଲବିଦା କହିଲେ ଅମିତାଭଙ୍କଠାରୁ କେଜ୍ରିୱାଲ
Copy and paste this URL into your WordPress site to embed
Copy and paste this code into your site to embed