ରାଜ୍ୟରେ ୨୯ ଜିଲ୍ଲାରୁ ଆଉ ୧୮୩୩ କରୋନା ପଜିଟିଭ୍ ଚିହ୍ନଟ
1 min readଭୁବନେଶ୍ୱର: ରାଜ୍ୟରେ ୨୯ ଜିଲ୍ଲାରୁ ଆଉ ୧୮୩୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କ୍ବାରେଣ୍ଟାଇନରୁ ୧୧୧୮ ଲୋକାଲ୍ କେସ୍ ୭୧୫ । ଖୋର୍ଦ୍ଧାରୁ ସର୍ବାଧିକ ୨୯୮, ଗଞ୍ଜାମରୁ୨୭୯, ରାୟଗଡ଼ାରୁ ୧୫୨, କଟକରୁ ୧୨୪, ସୁନ୍ଦରଗଡ଼ରୁ ୧୧୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ୍ କରୋନା ପଜିଟିଭ ସଂଖ୍ୟା ୪୨ହଜାର ୫୫୦କୁ ବୃଦ୍ଧି ହୋଇଛି । କରୋନାରୁ ସୁସ୍ଥ ହୋଇଛନ୍ତି ୨୬ହଜାର ୮୮୭ଜଣ ଆକ୍ରାନ୍ତ ।
Covid-19 Report For 6th August
New Positive Cases: 1833
In Quarantine: 1118
Local Contacts: 715(Details of local contacts will be shared by concerned District Administration)
District Wise Cases
1. Angul: 9
2. Balasore: 69
3. Bargarh: 8
4. Bhadrak: 50
5. Balangir: 37— I & PR Department, Odisha (@IPR_Odisha) August 7, 2020
ସେହିପରି ଅନୁଗୁଳରୁ ୯, ବାଲେଶ୍ୱରରୁ ୬୯, ବଗରଡ଼ରୁ ୮, ଭଦ୍ରକରୁ ୫୦, ବଲାଙ୍ଗିରରୁ ୩୭, ବୌଦ୍ଧରୁ ୩୪, ଢେଙ୍କାନାଳରୁ ୪୩, ଗଜପତିରୁ ୩୫, ଜଗତସିଂହପୁରରୁ ୧୬, ଯାଜପୁରରୁ ୬୦, ଝାରସୁଗୁଡ଼ାରୁ ୩୦, କଳାହାଣ୍ଡିରୁ ୮୪, କନ୍ଧମାଳରୁ ୧୬, କେନ୍ଦ୍ରାପଡ଼ାରୁ ୩୪, କେଉଁଝରରୁ ୧୬, କୋରାପୁଟରୁ ୪୭, ମାଲକାନଗିରିରୁ ୩୬, ମୟୁରଭଞ୍ଜ ୩୪ । ନବରଙ୍ଗପୁରରୁ ୧୧, ନୟାଗଡ଼ରୁ ୬୧, ନୂଆପଡ଼ାରୁ ୧, ପୁରୀରୁ ୬୭, ସମ୍ବଲପୁରରୁ ୩୯, ସୋନପୁର ୩୩ ଜଣ ଚିହ୍ନଟ ହୋଇଛନ୍ତି ।
6. Boudh: 34
7. Cuttack: 124
8. Dhenkanal: 43
9. Gajapati: 35
10. Ganjam: 279
11. Jagatsinghpur: 16
12. Jajpur: 60
13. Jharsuguda: 30
14. Kalahandi: 84
15. Kandhamal: 16
16. Kendrapada: 34
17. Keonjhar: 16
18. Khurda: 298
19. Koraput: 47
20. Malkangiri: 36
21. Mayurbhanj: 34— I & PR Department, Odisha (@IPR_Odisha) August 7, 2020
22. Nawarangpur: 11
23. Nayagarh: 61
24. Nuapada: 1
25. Puri: 67
26. Rayagada: 152
27. Sambalpur: 39
28. Sonepur: 33
29. Sundargarh: 110New Recoveries: 1150
Cumulative Tested: 616646
Positive: 42550
Recovered: 26887
Active Cases: 15370— I & PR Department, Odisha (@IPR_Odisha) August 7, 2020