ରାଜ୍ୟରେ ଆଉ ୧୭୦ କରୋନା ପଜିଟିଭ ଚିହ୍ନଟ, କ୍ୱାରେଣ୍ଟାଇନ ସେଣ୍ଟରରୁ ୧୪୩ ସଂକ୍ରମିତ,୨୭ ଲୋକାଲ କେସ୍
1 min readଭୁବନେଶ୍ୱର: ଆଜି ରାଜ୍ୟରେ ଆଉ ୧୭୦ କରୋନା ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିସହ ମୋଟ୍ ସଂକ୍ରମିତ ସଂଖ୍ୟା ୬ ହଜାର ୩୫୦କୁ ବୃଦ୍ଧି ପାଇଛି। କ୍ୱାରେଣ୍ଟାଇନ୍ ସେଣ୍ଟରରୁ ୧୪୩ ଜଣ ଓ ଲୋକାଲ୍ କେସ ୨୭ ରହିଛି । ଏଥିସହିତ ୧୩୧ ଜଣ ସୁସ୍ଥ ମଧ୍ୟ ହୋଇଛନ୍ତି । ଗଞ୍ଜାମରୁ ସର୍ବାଧିକ ୫୮ ଜଣ ସଂକ୍ରମିତ ହୋଇଥିବା ବେଳେ ଖୋର୍ଦ୍ଧାରୁ ୧୯ ପଜିଟିଭ ଚିହ୍ନଟ ହୋଇଛନ୍ତି ।
COVID-19 REPORT FOR 26th JUNE
New positive Cases: 170
In quarantine: 143
Local contacts: 27(Details of local contacts will be shared by concerned District Administration)
District Wise Cases
1. Nawarangpur: 19
2. Rayagada: 16
3. Khordha: 19
4. Ganjam: 58
5. Jajpur: 3— I & PR Department, Odisha (@IPR_Odisha) June 27, 2020
ଆଜି ୧୪ ଜିଲ୍ଲାରୁ ୧୭୦ ଜଣ ପଡିଟିଭ ଚିହ୍ନଟ ହୋଇଛନ୍ତି । ଗଞ୍ଜାମରୁ ସର୍ବାଧିକ ୫୮ ହୋଇଥିବା ବେଳେ ନବରଙ୍ଗପୁରରୁ ୧୯, ରାୟଗଡ଼ାରୁ ୧୬, ଖୋର୍ଦ୍ଧାରୁ ୧୯, ଯାଯପୁରରୁ ୩, ମାଲକାନଗିରିରୁ ୫, ପୁରୀରୁ ୬, କଟକରୁ ୧୪, ନୟାଗଡ଼ରୁ ୩, ଗଜପତିରୁ ୧୬, ବଗରଡ଼ରୁ ୧, କେନ୍ଦ୍ରାପଡ଼ାରୁ ୬, ସମ୍ବଲପୁରରୁ୨, କୋରାପୁଟରୁ ଜଣେ ଲେଖାଏଁ କରୋନା ପଜିଟିଭ ଚିହ୍ନ ହୋଇଛନ୍ତି ।
6. Malkangiri: 5
7. Puri: 6
8. Cuttack: 14
9. Nayagarh: 3
10. Gajapati: 16
11. Bargarh: 1
12. Kendrapada: 6
13. Sambalpur: 2
14. Koraput: 1
15. NDRF: 01
(returned from Amphan duty WB)New recoveries: 131
Cumulative tested: 249902
Positive: 6350
Recovered: 4432
Active Cases:1903— I & PR Department, Odisha (@IPR_Odisha) June 27, 2020
ପଶ୍ଚିମବଙ୍ଗରେ ଅମ୍ଫାନ୍ ମୁକାବିଲା ପରେ ଫେରିଥିବା ଜଣେ ଏନଡିଆରଏଫ୍ ଯବାନ ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା ୨୪୯୯୦୨ ଟି କରୋନା ଟେଷ୍ଟ ହୋଇସାରିଥିବା ବେଳେ ୬୩୫୦ଟି ପଜିଟିଭ କେସ ଚିହ୍ନଟ ହୋଇଛି । ଏଥିରୁ ୪୪୩୨ଜଣ ସୁସ୍ଥ ହୋଇଛନ୍ତି । ୧୯୦୩ ଟି ଆକ୍ଟିଭ କେସ ରହିଛି ।
୧୪ ଜିଲ୍ଲାରୁ ସୁସ୍ଥ ହେଲେ ଆଉ ୧୩୧ କରୋନା ସଂକ୍ରମିତ, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ?