ଘରୋଇ ହସ୍ପିଟାଲରେ ମାଗଣା ଟ୍ରମା କେୟାର ସୁବିଧା

1 min read

ଏଣିକି ଘରୋଇ ହସ୍ପିଟାଲରେ ମିଳିବ ମାଗଣା ଟ୍ରମା କେୟାର ସୁବିଧା । ସଡ଼କ ଦୁର୍ଘଟଣାର ପ୍ରଥମ ୪୮ ଘଣ୍ଟା ମଧ୍ୟରେ ଆହତ ବ୍ୟକ୍ତି ଟ୍ରମା କେୟାରରେ ମାଗଣାରେ ଚିକିତ୍ସିତ ହୋଇପାରିବେ । ଯାହାଫଳରେ ଟଙ୍କା ଅଭାବ ଯୋଗୁଁ କୌଣସି ରୋଗୀଙ୍କ ଚିକିତ୍ସାରେ ବାଧା ଉପୁଜିବନାହିଁ । ଏଥିନିମନ୍ତେ ଆବଶ୍ୟକ ଖର୍ଚ୍ଚ ଫ୍ରି ଟ୍ରିଟ୍‌ମେଣ୍ଟଟୁ ଟ୍ରୋମା ଫଣ୍ଡ୍‌ରୁ ବହନ କରାଯିବ ।  ପ୍ରାରମ୍ଭିକ ପର୍ଯ୍ୟାୟରେ ଅଶ୍ୱିନୀ ହସ୍ପିଟାଲ କଟକ, ଭୁବନେଶ୍ୱରସ୍ଥିତ ଆପୋଲ ଓ ଆମ୍ରିରେ ଏହି ସୁବିଧା ଉପଲବ୍ଧ  । ଏହାର କାର୍ଯ୍ୟକାରିତା ଓ ନିୟମ ସମ୍ପର୍କିତ ସମସ୍ତ ବିବରଣୀ www.dmetodisha.gov.in ରେ ଉପଲବ୍ଧ । ')}

[DISPLAY_ULTIMATE_SOCIAL_ICONS]
Opn Commnet Area

Leave a Reply

Your email address will not be published.