ସ୍ଥାନୀୟ ପ୍ରଶାସନର ଅବହେଳାରୁ ଅନେକ ଗରିବଙ୍କ ପେଟରେ ଓଦାକନା
ଗୋଟିଏ ପଟେ ଭୂତାଣୁ ଭୟ, ଅନ୍ୟପଟେ ପେଟରେ ଭୋକ । ସେପଟେ ଲକଡାଉନ୍ ପାଇଁ ସୀମାରେ ପଡିଛି ତାଲା । ଅନ୍ୟରାଜ୍ୟର ଅନେକ ଶ୍ରମିକ ରାଜ୍ୟରେ ଲକ୍ । ଓଡିଶା ପ୍ରଶାସନର ପରାମର୍ଶକୁ ମାନି ବିଭିନ୍ନ ସ୍କୁଲ ଓ ପଞ୍ଚାୟତରେ କ୍ୱାରେଣ୍ଟାଇନରେ ରହିଛନ୍ତି ଫସିଥିବା ଶ୍ରମିକ । ହେଲେ ସ୍ଥାନୀୟ ପ୍ରଶାସନର ଅବହେଳାରୁ ରାଜ୍ୟ ସରକାରଙ୍କ ସମସ୍ତ ବ୍ୟବସ୍ଥା ପାଲଟିଛି ଦିବାସ୍ୱପ୍ନ । ବାଟବଣା ରାଜ୍ୟ ସରକାରଙ୍କ ଖାଦ୍ୟ ଯୋଜନା । କିଛିଦିନ ଏମାନଙ୍କୁ କ୍ୱାରେଣ୍ଟାଇନ୍ ସେଣ୍ଟରରେ … Continue reading ସ୍ଥାନୀୟ ପ୍ରଶାସନର ଅବହେଳାରୁ ଅନେକ ଗରିବଙ୍କ ପେଟରେ ଓଦାକନା
Copy and paste this URL into your WordPress site to embed
Copy and paste this code into your site to embed