ଓଲଟିଲା ଶ୍ରୀଦୁର୍ଗା ବସ୍: ବସରେ ଥିଲେ ୪୦ରୁ ଉର୍ଦ୍ଧ୍ୱ ଯାତ୍ରୀ

1 min read

ସତ୍ୟବାଦୀ ବୀରଗୋବିନ୍ଦପୁରଠାରେ ଭାରସାମ୍ୟ ହରାଇ ଓଲଟିଲା ଶ୍ରୀଦୁର୍ଗା ବସ୍ । ବସଟି ପୁରୀରୁ ଭୁବନେଶ୍ୱର ଯାଉଥିବା ବେଳେ ଓଲଟିଥିବା ସୂଚନା । ବସରେ ୪୦ରୁ ଉର୍ଦ୍ଧ୍ୱ ଯାତ୍ରୀ ଥିବା ବେଳେ ୫ଜଣ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କୁ ସାକ୍ଷୀଗୋପାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି ।

ହଠାତ୍ ଏକ ବାଇକ ବସ୍ ଆଗକୁ ଚାଲିଆସିବାରୁ ବସଟି ଓଲଟି ପଡ଼ିଥିବା ସ୍ଥାନୀୟ ଲୋକଙ୍କ ସୂତ୍ରରୁ ସୂଚନା ମିଳିଛି । ')}

Leave a Reply