ନନ୍ଦିଘୋଷ ବ୍ୟୁରୋ : ପୁଣି ରାଜଧାନୀର ୟୁନିଟ୍-୧ ହାଟରେ ଅଗ୍ନିକାଣ୍ଡ। ହାଟ ଭିତରେ ଥିବା ଏକ ଗ୍ରୋସରୀ ଦୋକାନ ଓ ଖଲି ଦୋକାନରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ିଯାଇଛି। ସର୍ଟ ସର୍କିଟ୍ରୁ ଅଗ୍ନିକାଣ୍ଡ ଘଟିଥିବା ପ୍ରାଥମିକ ଭାବେ ସନ୍ଦେହ କରାଯାଉଛି।