ପିଚୁ କାରଖାନାରେ ନିଆଁ: କ୍ଷୟକ୍ଷତିର କୌଣସି ସୂଚନା ନାହିଁ
1 min readସମ୍ବଲପୁର: ସଦରଥାନା ଅନ୍ତର୍ଗତ ଜୟନ୍ତପୁର ଠାରେ ଥିବା ପିଚୁ କାରଖାନାରେ ନିଆଁ । ଗତକାଲି ରାତିରେ ହୁ ହୁ ହୋଇ ନିଆଁ ଜଳୁଥିବା ଦେଖିବାକୁ ମିଳିଥିଲା । ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ନିଆଁକୁ ଆୟତ୍ତ କରିଛି ଅଗ୍ନିଶମ ବାହିନୀ । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବା ବେଳେ କ୍ଷୟକ୍ଷତିର ଆକଳନ କରାଯାଉଛି ।
#ପିଚୁ_କାରଖାନାରେ_ନିଆଁସମ୍ବଲପୁର ସଦରଥାନା ଅନ୍ତର୍ଗତ ଜୟନ୍ତପୁର ଠାରେ ଥିବା ପିଚୁ କାରଖାନାରେ ନିଆଁ । ଗତକାଲି ରାତିରେ ହୁ ହୁ ହୋଇ ନିଆଁ ଜଳୁଥିବା ଦେଖିବାକୁ ମିଳିଛି । #NandighoshaTV #Sambalpur #Fire
Nandighosha TV यांनी वर पोस्ट केले शुक्रवार, २ ऑक्टोबर, २०२०