ପିଚୁ କାରଖାନାରେ ନିଆଁ: କ୍ଷୟକ୍ଷତିର କୌଣସି ସୂଚନା ନାହିଁ
1 min read
ସମ୍ବଲପୁର: ସଦରଥାନା ଅନ୍ତର୍ଗତ ଜୟନ୍ତପୁର ଠାରେ ଥିବା ପିଚୁ କାରଖାନାରେ ନିଆଁ । ଗତକାଲି ରାତିରେ ହୁ ହୁ ହୋଇ ନିଆଁ ଜଳୁଥିବା ଦେଖିବାକୁ ମିଳିଥିଲା । ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ନିଆଁକୁ ଆୟତ୍ତ କରିଛି ଅଗ୍ନିଶମ ବାହିନୀ । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବା ବେଳେ କ୍ଷୟକ୍ଷତିର ଆକଳନ କରାଯାଉଛି ।
https://www.facebook.com/NandighoshaTV/videos/774872206626865