ଫେବୃଆରୀ ୨୧ରୁ ମାର୍ଚ୍ଚ ୬ ପର୍ଯ୍ୟନ୍ତ ହେବ ମାଟ୍ରିକ୍ ପରୀକ୍ଷା

ନନ୍ଦିଘୋଷ ବ୍ୟୁରୋ: ମାଟ୍ରିକ ପରୀକ୍ଷା ପାଇଁ ଘୋଷଣା । ଫେବୃଆରୀ ୨୧ରୁ ଆରମ୍ଭ ହୋଇ ମାର୍ଚ୍ଚ ୬ ତାରିଖ ପର୍ଯ୍ୟନ୍ତ ଚାଲିବ ।
୨୧ ଫେବୃଆରୀ ମାତୃଭାଷା ପରୀକ୍ଷା
୨୪ ଫେବୃଆରୀ ଇଂରାଜୀ ପରୀକ୍ଷା
୨୫ ଫେବୃଆରୀ ସଂସ୍କୃତ ବ୍ୟାକରଣ ପରୀକ୍ଷା
୨୭ ଫେବୃଆରୀ ଗଣିତ ପରୀକ୍ଷା
୧ ମାର୍ଚ୍ଚ ବିଜ୍ଞାନ ପରୀକ୍ଷା
୩ ମାର୍ଚ୍ଚ ସାମାଜିକ ବିଜ୍ଞାନ
୬ ମାର୍ଚ୍ଚ ସଂସ୍କୃତ ସାହିତ୍ୟ ପରୀକ୍ଷା