ଭୂତାଣୁ ଭୟ : ପଡ଼ି ରହିଛି କରୋନା ଯୋଦ୍ଧାଙ୍କ ଶବ ପାଖକୁ ଆସୁ ନାହାଁନ୍ତି ସ୍ତ୍ରୀ ପିଲା

ଗଞ୍ଜାମ:କରୋନା ଲୋକଙ୍କଠାରୁ ଲୋକଙ୍କୁ ଦୁରେଇ ଦେଉଛି । ସାମାଜିକ ସଂପର୍କକୁ ଛିନ୍ନଭିନ୍ନ କରିସାରିଲାଣି କରୋନା । କେଉଁଠି ଗାଁ ଲୋକ କରୋନା ସଂକ୍ରମିତଙ୍କ ମୃତଦେହକୁ ଶ୍ମଶାନରେ ସଂସ୍କାର ପାଇଁ ଅନୁମତି ଦେଉନାହାନ୍ତି ତ’ କେଉଁଠି ପରିବାର ଭୂତାଣୁ ଭୟରେ ନିଜ ଲୋକକୁ କରି ଦେଉଛି ପର । ସେହିଭଳି ଗୋଟିଏ ଦୁଃଖଦ ଖବର ଆସିଛି ଗଞ୍ଜାମ ଜିଲ୍ଲାରୁ । ଗଞ୍ଜାମ ଜିଲ୍ଲାର ଭଞ୍ଜନଗରର ଘଟିଥିବା ଘଟଣା ଆପଣଙ୍କୁ ଭାବିବାକୁ ବାଧ୍ୟ କରିବ । କରୋନା କେମିତି କେବଳ … Continue reading ଭୂତାଣୁ ଭୟ : ପଡ଼ି ରହିଛି କରୋନା ଯୋଦ୍ଧାଙ୍କ ଶବ ପାଖକୁ ଆସୁ ନାହାଁନ୍ତି ସ୍ତ୍ରୀ ପିଲା