ପ୍ରସ୍ତାବକୁ କଲେ ପ୍ରତ୍ୟାଖାନ, ପୁଣି ଦେଲେ ଆନ୍ଦୋଳନର ଆହ୍ୱାନ

ନୂଆଦିଲ୍ଲୀ: କେନ୍ଦ୍ରର ପ୍ରସ୍ତାବକୁ କୃଷକଙ୍କ ନା । ୧୪ ଦିନର ଚାଷୀ ନିଆଁକୁ ଲିଭାଇବାକୁ ସରକାର ଢାଳିଥିଲେ ପ୍ରସ୍ତାବର ପାଣି । କିନ୍ତୁ ଏହି ଲିଖିତ ପ୍ରସ୍ତାବକୁ ପ୍ରତ୍ୟାଖାନ କରିଦେଇଛନ୍ତି କୃଷକ । ପ୍ରସ୍ତାବ ନୁହେଁ, ଆଇନ ରଦ୍ଦ କରନ୍ତୁ ସରକାର । ଏପରି ତମାମ ଦାବି ରଖି ଆନ୍ଦୋଳନରେ ଅଡି ବସିଛନ୍ତି ଚାଷୀ । ମୋଦି ସରକାରଙ୍କ ଲିଖିତ ପ୍ରସ୍ତାବ ଜାରି ହେବା ପରେ ଚାଷୀ ସଙ୍ଗଠନର ନେତାଙ୍କ ଦ୍ୱାରା ଡକାଯାଇଥିଲା ଏକ ସାମ୍ବାଦିକ ସମ୍ମିଳନୀ … Continue reading ପ୍ରସ୍ତାବକୁ କଲେ ପ୍ରତ୍ୟାଖାନ, ପୁଣି ଦେଲେ ଆନ୍ଦୋଳନର ଆହ୍ୱାନ