ଟେଲମା-୪୦ ପରେ ଟେଲମା-Hର ନକଲି କାରବାର

1 min read

ନୂଆଦିଲ୍ଲୀ: ଟେଲମା-୪୦ପରେ ଟେଲମା-Hର ନକଲି କାରବାର ଅଭିଯୋଗ । ହିମାଚଳପ୍ରଦେଶରେ ଟେଲମା-Hର ନକଲି କାରବାର । ଗ୍ଲେନମାର୍କ କମ୍ପାନୀର ଟେଲମା-H ମେଡିସିନ୍ । ଡ୍ରଗ୍ସ ନିୟନ୍ତ୍ରକଙ୍କ ପକ୍ଷରୁ ଓଡ଼ିଶାରେ ତନାଘନା ପରେ ନକଲି ହୋଇଥିବା ନିର୍ଦ୍ଦିଷ୍ଟ ବ୍ୟାଚ ଔଷଧ ଓଡ଼ିଶା ଆସିନଥିବା ନେଇ ସ୍ପଷ୍ଟ କରିଛନ୍ତି ଔଷଧ ନିୟନ୍ତ୍ରକ । ପ୍ୟାକେଜିଂ ମ୍ୟାଟେରିଆଲ୍ସ ଚୋରି କରି ନକଲି କାରବାର ସୂଚନା ରହିଛି ।