ସ୍କୁଲ୍‌ ଭଳି ଏବେ କଲେଜରେ ହେବ ଏକ୍ସଟ୍ରା କ୍ଲାସ୍‌: ଉଚ୍ଚଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର: କଲେଜରେ ହେବ ଏକ୍ସଟ୍ରା କ୍ଲାସ୍‌ । ସ୍କୁଲ୍‌ ଭଳି କଲେଜରେ ଏକ୍ସଟ୍ରା କ୍ଲାସ୍‌ କରାଯିବ । ଉଚ୍ଚଶିକ୍ଷା ମନ୍ତ୍ରୀ ଡାକ୍ତର ଅରୁଣ ସାହୁ ଏହି ସୂଚନା ଦେଇଛନ୍ତି । ଦୁର୍ବଳ ଏବଂ ଉପସ୍ଥାନ କମଥିବା ଛାତ୍ରଛାତ୍ରୀଙ୍କ ପାଇଁ ଅଧ୍ୟାପକ ଅଧ୍ୟାପିକାମାନେ ଏକ୍ସଟ୍ରା କ୍ଲାସ୍‌ ନେବେ ।

କଲେଜରେ ପ୍ରୋକ୍ଟୋରିଆଲ୍‌ କ୍ଲାସ୍‌କୁ ଗୁରୁତ୍ୱ ଦିଆଯିବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି ।

Leave a Reply