spot_img

Latest Posts

ନୂଆବର୍ଷ ପାଳନ ବେଳେ ସୁଇଜରଲ୍ୟାଣ୍ଡର ଏକ ବାରରେ ବିସ୍ଫୋରଣ

ନନ୍ଦିଘୋଷ ବ୍ୟୁରୋ : ନୂଆବର୍ଷ ପାଳନ ବେଳେ ବିସ୍ଫୋରଣ। ସୁଇଜରଲ୍ୟାଣ୍ଡର ଏକ ବାରରେ ବିସ୍ଫୋରଣ। ବିସ୍ଫୋରଣରେ ବହୁ ଲୋକଙ୍କ ମୃତ୍ୟୁ ଘଟିଥିବାବେଳେ ଅନେକ ଆହତ ହୋଇଛନ୍ତି। ନୂଆବର୍ଷ ପାଳନ ବେଳେ ବିସ୍ଫୋରଣ ଯୋଗୁ ଆତଙ୍କ। ସୁଇଜରଲ୍ୟାଣ୍ଡର କ୍ରାନ୍ସ-ମୋଣ୍ଟାନାସ୍ଥିତ ଲି କନଷ୍ଟେଲେସନ ବାରରେ ଘଟିଛି ବିସ୍ଫୋରଣ। ବିସ୍ଫୋରଣର କାରଣ ଅସ୍ପଷ୍ଟ ଥିବାବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ସୁଇସ ଆଲ୍ପସ ଅଞ୍ଚଳରେ ଥିବା କ୍ରାନ୍ସ ମୋଣ୍ଟାନରେ ଘଟିଛି ଅଘଟଣ।  ସୁଇଜରଲ୍ୟାଣ୍ଡର ସର୍ବପୁରାତନ ଲକଜରୀ ହୋଟେଲରେ ଘଟିଛି ବିସ୍ଫୋରଣ।

Latest Posts

Don't Miss