Skip to content

Categories

  • Budget
  • CBSE
  • Cinema
  • CWC2022
  • CWG 2022
  • Education
  • gujurat
  • Hockey world cup 2023
  • ICSE
  • Independence Day 2021
  • INDEPENDENCE DAY 2022
  • Independence Day 2023
  • Indian Railways
  • IPL
  • IPL 20-20
  • IPL 2024
  • NEET
  • Odisha
  • politics
  • rahul gandhi
  • railway
  • RATHYATRA 2021
  • Republic Day
  • State Board Exam
  • T20 WorldCup
  • ଅଜବ ଗଜବ
  • ଅନ୍ତର୍ଜାତୀୟ
  • ଅପରାଧ
  • ଉଚ୍ଚ ଶିକ୍ଷା
  • ଋଷ-ୟୁକ୍ରେନ ଯୁଦ୍ଧ
  • ଓଡ଼ିଶା
  • କରୋନା
  • କାହାଣୀ ୨୧
  • ଖେଳ
  • ଜୟ ଜଗନ୍ନାଥ
  • ଜାତୀୟ
  • ଜୀବନଚର୍ଯ୍ୟା
  • ଟେକ୍ନୋଲଜି
  • ଟୋକିଓ ଅଲମ୍ପିକ୍ସ
  • ତାଜା ଖବର
  • ଦୀପାବଳି
  • ଧର୍ମ
  • ପଞ୍ଚାୟତ ନିର୍ବାଚନ ୨୦୨୨
  • ପାଣିପାଗ
  • ପୌର ନିର୍ବାଚନ
  • ବାଣିଜ୍ୟ
  • ବାତ୍ୟା
  • ବିଶ୍ବକପ 2023
  • ଭାଇରାଲ୍
  • ଭିଡିଓ
  • ଭୋଟ୍ ଖଟି
  • ମଙ୍କିପକ୍ସ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରଥଯାତ୍ରା
  • ରାଜନୀତି
  • ରାଶିଫଳ
  • ଲେଖକ ସ୍ତମ୍ଭ
  • ଶିକ୍ଷା ଓ ନିଯୁକ୍ତି
  • ସ୍ଥାନୀୟ ପ୍ରସଙ୍ଗ
  • ସ୍ୱତନ୍ତ୍ର
  • ସ୍ୱାସ୍ଥ୍ୟ
  • ହାଇଲାଇଟ୍ ସମ୍ବାଦ
  • Facebook
  • Twitter
  • Youtube
  • Instagram
June 8, 2025
  • Facebook
  • Twitter
  • Youtube
  • Instagram

  • LIVE TV
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
    • ଋଷ-ୟୁକ୍ରେନ ଯୁଦ୍ଧ
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
    • CBSE
    • NEET
    • State Board Exam
    • ଉଚ୍ଚ ଶିକ୍ଷା
  • ରାଜନୀତି
  • ଖେଳ
    • IPL
    • IPL 20-20
    • T20 WorldCup
  • ଜୀବନଚର୍ଯ୍ୟା
    • ରାଶିଫଳ
    • ଧର୍ମ
      • ଦୀପାବଳି
    • ସ୍ୱାସ୍ଥ୍ୟ
      • କରୋନା
  • ଅପରାଧ
  • IPL 2025
  • ଲେଖକ ସ୍ତମ୍ଭ
  • Home
  • ଜାତୀୟ
  • ବଦଳିଲା ଟ୍ବିଟର ଲୋଗୋ, X.com ଟାଇପ କଲେ ଖୋଲିବ ଟ୍ୱିଟର ପେଜ୍
  • ଅନ୍ତର୍ଜାତୀୟ
  • ଜାତୀୟ
  • ହାଇଲାଇଟ୍ ସମ୍ବାଦ

ବଦଳିଲା ଟ୍ବିଟର ଲୋଗୋ, X.com ଟାଇପ କଲେ ଖୋଲିବ ଟ୍ୱିଟର ପେଜ୍

1 min read
July 24, 2023

ନନ୍ଦିଘୋଷ ବ୍ୟୁରୋ: ନୀଳ ପକ୍ଷୀ ଜାଗାରେ ଏକ୍ସ । ମାଇକ୍ରୋ ବ୍ଲଗିଂ ସାଇଟ ଟୁଇଟରର ଲୋଗୋ ବଦଳାଇଲେ ଏଲନ ମସ୍କ । ଏହାଛଡ଼ା ଟୁଇଟର ନାଁକୁ ମଧ୍ୟ ସଂପୂର୍ଣ୍ଣ ହଟାଇବାକୁ ନିଷ୍ପତ୍ତି ହୋଇଛି । ଏଣିକି ୱେବସାଇରେ X.com ଟାଇପ କଲେ ଖୋଲିବ ଟ୍ୱିଟର ପେଜ୍। ଟ୍ୱିଟର ପ୍ଲାଟଫର୍ମକୁ ଏକ ସୁପର ଆପ୍ ଭାବେ ବିକଶିତ କରିବାକୁ ମସ୍କ ଏହି ନିଷ୍ପତ୍ତି ନେଇଛନ୍ତି।

ଏହି ଆପକୁ ଏକ୍ସ ଭାବେ ବିକଶିତ କରିବା ସହ ଏଥିରେ ସୋସିଆଲ ମିଡିଆ ସାଙ୍ଗକୁ ଟାକ୍ସି ବୁକିଂ, ସପିଂ, ପେମେଣ୍ଟ ଆଦି କରିବା ଅପସନ ରଖାଯାଇଥିବା କୁହାଯାଉଛି । ଏବେ ଏହି ପ୍ଲାଟଫର୍ମ ଏକ୍ସ କର୍ପୋରେସନ କମ୍ପାନୀ ଅଧୀନରେ ରହିବ । ଏହା ଟ୍ୱିଟରର ପ୍ୟାରେଣ୍ଟ କମ୍ପାନୀ ହେବ । ୧୯୯୯ ମସିହାରେ ମସ୍କ ଏକ୍ସ ଡଟ କମ୍‌ କମ୍ପାନୀ ଗଢିଥିଲେ । ଏବେ ଟ୍ୱିଟରର ୨ ଶହ ମିଲିୟନ ଆକଟିଭ ୟୁଜର୍ସ ଅଛନ୍ତି । ୨୦୨୨ରେ ଟ୍ୱିଟରକୁ ୪୪ ବିଲିୟନ ଡଲାରରେ କିଣିଥିଲେ ଟେସଲା ଟାଇକୁନ ଏଲନ ମସ୍କ ।

Tags: blue bird logo Elon Musk Twitter Logo twitter new logo

Continue Reading

Previous ମଣିପୁର ପ୍ରସଙ୍ଗରେ ଏନଡିଏ ଭର୍ସେସ ଇଣ୍ଡିଆ, ସାଂସଦ ପୂରା ଅଧିବେଶନରୁ ନିଲମ୍ବିତ
Next ବଢୁଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର, ୮ଟି ଗେଟ୍ ଦେଇ ଛଡାଯାଉଛି ବନ୍ୟାଜଳ

ଅଧିକ କାହାଣୀ

  • ଜାତୀୟ
  • ତାଜା ଖବର
  • ମୁଖ୍ୟ ଖବର
  • ହାଇଲାଇଟ୍ ସମ୍ବାଦ

ଦିଲ୍ଲୀ ନେହେରୁ ବିହାରରେ ସୁଟକେସରୁ ମିଳିଲା ନାବାଳିକାର ମୃତଦେହ

June 8, 2025
  • ଓଡ଼ିଶା
  • ତାଜା ଖବର
  • ମୁଖ୍ୟ ଖବର
  • ହାଇଲାଇଟ୍ ସମ୍ବାଦ

ଗାଡ଼କଣ ଡମ୍ପିଂୟାର୍ଡ ଗେଟ ସମ୍ମୁଖରେ ଜନପ୍ରତିବାଦ

June 8, 2025
  • ଓଡ଼ିଶା
  • ତାଜା ଖବର
  • ମୁଖ୍ୟ ଖବର
  • ହାଇଲାଇଟ୍ ସମ୍ବାଦ

କୋଳନରା ବ୍ଲକ୍ ବିନିସପୁର ଗାଁରେ ଅଜଣା ରୋଗର ଆତଙ୍କ !

June 8, 2025

Recent Posts

  • ଦିଲ୍ଲୀ ନେହେରୁ ବିହାରରେ ସୁଟକେସରୁ ମିଳିଲା ନାବାଳିକାର ମୃତଦେହ
  • ଗାଡ଼କଣ ଡମ୍ପିଂୟାର୍ଡ ଗେଟ ସମ୍ମୁଖରେ ଜନପ୍ରତିବାଦ
  • କୋଳନରା ବ୍ଲକ୍ ବିନିସପୁର ଗାଁରେ ଅଜଣା ରୋଗର ଆତଙ୍କ !
  • ହନ୍ତସନ୍ତ କରୁଛି ଗରମ ସାଙ୍ଗକୁ ଗୁଳିଗୁଳି, ଆସନ୍ତା ୭ ଦିନ ଯାଏଁ ଅନେକ ସ୍ଥାନରେ ବର୍ଷା ସମ୍ଭାବନା
  • ମୈତେଇ ନେତାଙ୍କ ଗିରଫଦାରୀ ପରେ ମଣିପୁରରେ ଉତ୍ତେଚନା, ୫ ଜିଲ୍ଲାରେ ଇଣ୍ଟରନେଟ୍ ବନ୍ଦ
  • କଲମ୍ବିଆର ରାଷ୍ଟ୍ରପତି ପ୍ରାର୍ଥୀ ମିଗୁଏଲ ଉରିବେଙ୍କୁ ଗୁଳିମାଡ, ଆକ୍ରମଣକାରୀ ଗିରଫ
  • ଭାରତରେ କ’ଣ ସବୁଠାରୁ ଶସ୍ତା ଇଣ୍ଟରନେଟ୍ ଯୋଗାଇବେ କି ମସ୍କ ?
  • ଇସ୍ରାଏଲ ଆକ୍ରମଣରେ ଗାଜାରେ ୯୫ ଜଣଙ୍କ ମୃତ୍ୟୁ
  • ସଡ଼କ ଦୁର୍ଘଟଣାରେ ଚାଲିଗଲା ଡ୍ରାଇଭରର ଜୀବନ
  • ସିନ୍ଧୁ ଜଳଚୁକ୍ତି ସ୍ଥଗିତ ପରେ ବିଳିବିଳେଉଛି ପାକିସ୍ତାନ
  • ରୁଷର ଶକ୍ତିଶାଳୀ Su-35 ବିମାନକୁ ଖସାଇଥିବା ଦାବି କଲା ୟୁକ୍ରେନ
  • ଆରସିବି ସମ୍ବର୍ଦ୍ଧନା ଉତ୍ସବରେ ଦଳାଚକଟା ଘଟଣା, ଅନୁକମ୍ପା ସହାୟତା ୨୫ ଲକ୍ଷକୁ ବୃଦ୍ଧି
  • ବେଙ୍ଗାଲୁରୁରେ ଜଘନ୍ୟ କାଣ୍ଡ, ସ୍ତ୍ରୀର ମୁଣ୍ଡ କାଟିଦେଲା ସ୍ଵାମୀ
  • ବିଗିଡ଼ି ଗଲାଣି ଇକୋ ସିଷ୍ଟମ, ସରକାର ଚୁପ: ସବୁ ବର୍ଗର ଲୋକ ଏକାଠି ହୋଇ ଲଢ଼େଇ କରିବାକୁ ଆହ୍ବାନ
  • ଭୁଲ ଇଞ୍ଜେକ୍ସନରୁ ରୋଗୀ ମୃତ୍ୟୁ ଅଭିଯୋଗ ଘଟଣା, ଗ୍ରାଉଣ୍ଡ ଜିରୋରେ ସ୍ଥିତି ପରଖିଲା ବିଜେଡି ଟିମ୍
Tweets by NandighoshaTV

ନଜର ପକାନ୍ତୁ

  • ଜାତୀୟ
  • ତାଜା ଖବର
  • ମୁଖ୍ୟ ଖବର
  • ହାଇଲାଇଟ୍ ସମ୍ବାଦ

ଦିଲ୍ଲୀ ନେହେରୁ ବିହାରରେ ସୁଟକେସରୁ ମିଳିଲା ନାବାଳିକାର ମୃତଦେହ

June 8, 2025
  • ଓଡ଼ିଶା
  • ତାଜା ଖବର
  • ମୁଖ୍ୟ ଖବର
  • ହାଇଲାଇଟ୍ ସମ୍ବାଦ

ଗାଡ଼କଣ ଡମ୍ପିଂୟାର୍ଡ ଗେଟ ସମ୍ମୁଖରେ ଜନପ୍ରତିବାଦ

June 8, 2025
  • ଓଡ଼ିଶା
  • ତାଜା ଖବର
  • ମୁଖ୍ୟ ଖବର
  • ହାଇଲାଇଟ୍ ସମ୍ବାଦ

କୋଳନରା ବ୍ଲକ୍ ବିନିସପୁର ଗାଁରେ ଅଜଣା ରୋଗର ଆତଙ୍କ !

June 8, 2025
  • ଓଡ଼ିଶା
  • ତାଜା ଖବର
  • ମୁଖ୍ୟ ଖବର
  • ହାଇଲାଇଟ୍ ସମ୍ବାଦ

ହନ୍ତସନ୍ତ କରୁଛି ଗରମ ସାଙ୍ଗକୁ ଗୁଳିଗୁଳି, ଆସନ୍ତା ୭ ଦିନ ଯାଏଁ ଅନେକ ସ୍ଥାନରେ ବର୍ଷା ସମ୍ଭାବନା

June 8, 2025
Tweets by NandighoshaTV

Address

ଟ୍ୟାଗ୍ସ

#CMNaveenPatnaik Accident America Balasore bcci bhadrak BHUBANESWAR BJD BJP BMC bollywood China cm naveen patnaik CONGRESS corona coronavirus covid-19 COVID19 Cricket Crime CUTTACK DEATH DELHI Ganjam INDIA JAJPUR mumbai MURDER NANDIGHOSHA TV NandighoshaTv Narendra Modi Naveen Patnaik New Delhi Odisha Odisha Assembly Pakistan Politics PURI rahul gandhi RAIN rourkela RUSSIA SAMBALPUR SUPREME COURT WEATHER

  • Contact
  • Privacy Policy
  • Complaint Redressal
  • entertainment
  • Facebook
  • Twitter
  • Youtube
  • Instagram
© 2022 NandighoshaTV. All rights reserved. | Newsphere by AF themes.