ମାତିଲେ ହାତୀ ପଲ, ଘର ଭାଙ୍ଗିଲେ ଫସଲ ନଷ୍ଟ କଲେ

ଗଞ୍ଜାମ: ଗଞ୍ଜାମରେ ପୁଣି ହାତୀ ପଲଙ୍କ ଆତଙ୍କ । ଘର ଦ୍ୱାର ଭାଙ୍ଗିବା ସହ ଫସଲ ନଷ୍ଟ କରିଛନ୍ତି ।   ଗଞ୍ଜାମ ଚିକିଟି ବ୍ଲକ କୃଷ୍ଣନଗରରେ ହାତୀ ଆତଙ୍କ ହେଖାହେଇଛି । ୧୨ ଟିକିଆ ହାତୀ ପଲ ଏକର ଏକର ପସଲ ନଷ୍ଟ କରିଛନ୍ତି ।

୨ ଏକର କଦଳୀ ବାଡ଼ି ସହ ଧାନ ଓ ପରିବା ଚାଷ ନଷ୍ଟ କଲେ । ଦୀର୍ଘ ୭ ଦିନ ହେଲା ଚିକିଟି ଅଞ୍ଚଳରେ ଆତଙ୍କ ଖେଳାଇଛନ୍ତି ୧୨ ଟିକିଆ ହାତୀ ପଲ । ଏନେଇ ଲୋକେ ଭୟବିତ ଅବସ୍ଥାରେ ରହିଛନ୍ତି ।

 

Leave a Reply