ବିଦ୍ୟୁତ୍ ବିତରକ କମ୍ପାନୀଙ୍କ ମଧ୍ୟରେ ହେବ ଶୁଣାଣି
1 min read
ଭୁବନେଶ୍ୱର: ପୁଣି ବଢିପାରେ ବିଦ୍ୟୁତ୍ ଦର । ଆସନ୍ତାକାଲି OERCରେ ବିଭିନ୍ନ ବିଦ୍ୟୁତ୍ ବିତରକ କମ୍ପାନୀଙ୍କ ମଧ୍ୟରେ ଶୁଣାଣି ହେବ । ଜଳ ବିଦ୍ୟୁତ୍ ନିଗମ ଓ OPGCର ଶୁଣାଣି ରହିଛି । ସେହିପରି ଆସନ୍ତା ୫ ତାରିଖରେ ଗ୍ରୀଡକୋର ଶୁଣାଣି ରହିଛି ।୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ବିଦ୍ୟୁତ୍ ଦର ବୃଦ୍ଧି ପାଇଁ ବିତରକ କମ୍ପାନୀମାନେ OERC ପାଖରେ ଯ଼ୁକ୍ତି ବାଢିବେ ।