ଉତ୍ତର ଭାରତରେ ଭୂମିକମ୍ପ, ଥରିଲା ଦିଲ୍ଲୀ-ଏନସିଆର
ନୂଆଦିଲ୍ଲୀ: ରବିବାର ଅପରାହ୍ଣରେ ରାଜଧାନୀ ଦିଲ୍ଲୀରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ଦିଲ୍ଲୀ ସହିତ ଏନସିଆର(ନ୍ୟାସନାଲ କ୍ୟାପିଟାଲ ରିଜନ)ରେ ଭୂମିକମ୍ପ ହୋଇଛି । ଫଳରେ ଗାଜିଆବାଦ, ନୋଏଡା, ଫରିଦାବାଦ, ଗୁରୁଗ୍ରାମ, ମୀରଟ, ବୁଲନ୍ଦସହର, କର୍ଣ୍ଣଲ, ଅଲୱର ଓ ପାନିପତରେ ଭୂମିକମ୍ପ ଅନୁଭୂତ ହୋଇଥିବା ଜଣାପଡ଼ିଛି । Earthquake tremors felt in Delhi-NCR. pic.twitter.com/TmR2dsmObh — ANI (@ANI) April 12, 2020 ତେବେ, କେତେ ସମୟ ପାଇଁ ଭୂମିକମ୍ପ ଅନୁଭୂତ ହୋଇଥିଲା । ରିକ୍ଟର … Continue reading ଉତ୍ତର ଭାରତରେ ଭୂମିକମ୍ପ, ଥରିଲା ଦିଲ୍ଲୀ-ଏନସିଆର
Copy and paste this URL into your WordPress site to embed
Copy and paste this code into your site to embed