ବିଳମ୍ବିତ ରାତ୍ରିରେ ଥରିଲା ଜାଲୋର
1 min readଜାଲୋର: ମଧ୍ୟରାତ୍ରିରେ ଥରିଲା ଜାଲେର । ରାଜସ୍ଥାନର ଜାଲେରରେ ଗତକାଲି ରାତି ପ୍ରାୟ ୨.୨୬ ସମୟରେ ଭୂକମ୍ପର ଝଟକା ଅନୁଭବ ହୋଇଛି । ଏହି ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୪.୬ ବୋଲି କୁହାଯାଇଛି । ତେବେ ଏହି ଭୂକମ୍ପରେ କ’ଣ କ୍ଷୟକ୍ଷତି ହୋଇଛି ତା’ର ସୂଚନା ଏପର୍ଯ୍ୟନ୍ତ ମିଳିପାରିନାହିଁ ।
An earthquake with a magnitude of 4.6 on the Richter Scale hit Jalore, Jalore today at 2:26 am, according to National Centre for Seismology
Image Source: National Center for Seismology pic.twitter.com/pNFoyDyaPH
— ANI (@ANI) November 19, 2021
ନ୍ୟାସନାଲ ସେଣ୍ଟର ଫର୍ ସିସମୋଲୋଜୀ ଅନୁସାରେ ଗତକାଲି ବିଳମ୍ବିତ ରାତିରେ ଜାଲେରରେ ୪.୬ ତୀବ୍ରତାର ଭୂକମ୍ପ ଅନୁଭବ ହୋଇଥିଲା । ତେବେ ଏହି ଭୂକମ୍ପର କେନ୍ଦ୍ର ସ୍ଥଳି କେଉଁଠାରେ ତାହା ଜଣା ପଡ଼ିନି । ଅନ୍ୟପକ୍ଷରେ ଏହି ଭୂକମ୍ପ ଦ୍ବାରା କ୍ଷୟକ୍ଷତି ହୋଇଛି ତାହାର ସୂଚନା ଏପର୍ଯ୍ୟନ୍ତ ମିଳିପାରିନାହିଁ ।
Earthquake of Magnitude:4.6, Occurred on 20-11-2021, 02:26:17 IST, Lat: 25.03 & Long: 72.35, Depth: 10 Km ,Location: 150km SSW of Jodhpur, Rajasthan, India for more information download the BhooKamp App https://t.co/G5pVgQ3koT @ndmaindia @Indiametdept pic.twitter.com/UW8BAiI3Cs
— National Center for Seismology (@NCS_Earthquake) November 19, 2021