କୋଭିଡ ସହ ଯୁଝୁଛି କମିଶନରେଟ୍ ପୋଲିସ: ୧୧ଶହ ପୋଲିସ କର୍ମଚାରୀ ଏବେ କରୋନା କବଳିତ

ଭୁବନେଶ୍ୱର: ବଢୁଛି ଅପରାଧ, ବିଗୁଡୁଛି ଆଇନଶୃଙ୍ଖଳା । କ୍ରାଇମ କଣ୍ଟ୍ରୋଲ ଦାୟିତ୍ୱରେ ଥିବା କରୋନା ଯୋଦ୍ଧା ଏବେ କୋଭିଡ ସଂକ୍ରମିତ । କମିଶନରେଟ ପୋଲିସର ୧୧ ଶହ ପୋଲିସ କର୍ମଚାରୀ କରୋନାରେ ସଂକ୍ରମିତ ହେବା ପରେ ଟୁଇନ ସିଟିରେ କୋଭିଡ ଏନଫୋର୍ସମେଣ୍ଟ ପାଇଁ ଏବେ ମୁଣ୍ଡବିନ୍ଧାର କାରଣ ପାଲଟିଛି । କରୋନା କବଳରେ କରୋନା ଯୋଦ୍ଧା । କୋଭିଡ ସହ ଯୁଝୁଛି କମିଶନରେଟ୍ ପୋଲିସ୍ । ୧୧ ଶହ ଆକ୍ରାନ୍ତ, ୪ ମୃତ । ମାନବ ସମ୍ବଳ … Continue reading କୋଭିଡ ସହ ଯୁଝୁଛି କମିଶନରେଟ୍ ପୋଲିସ: ୧୧ଶହ ପୋଲିସ କର୍ମଚାରୀ ଏବେ କରୋନା କବଳିତ