Actress Arrested: ଡ୍ରଗ୍ସ ଲିଙ୍କରେ ଗିରଫ ହେଲେ କେଉଁ ଅଭିନେତ୍ରୀ ?
ବେଙ୍ଗଳୁରୁ: ସୁଶାନ୍ତ ସିଂହ ମୃତ୍ୟୁରେ ଡ୍ରଗ୍ସକୁ ଖୋଳତାଡ଼ ଜାରି ରଖିଛି NCB ବା ନାର୍କୋଟିକ୍ସ୍ କଣ୍ଟ୍ରୋଲ୍ ବ୍ୟୁରୋ । ଅନ୍ୟପଟେ ଦକ୍ଷିଣ ଭାରତରୁ ଡ୍ରଗ୍ସ ଲିଙ୍କରେ ଗିରଫ ହୋଇଛନ୍ତି ଅଭିନେତ୍ରୀ । ସ୍ୟାଣ୍ଡଲବୁଡ୍ ଡ୍ରଗ୍ ରାକେଟ କେସ କନ୍ନଡ଼ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଦୋହଲାଇ ଦେଇଛି । NDPS ଆକ୍ଟରେ କର୍ଣ୍ଣାଟକ କ୍ରାଇମବ୍ରାଞ୍ଚ ଅଭିନେତ୍ରୀଙ୍କୁ ଗିରଫ କରିଛି । ଏହି ମାମଲାରେ ଏବେ ଯାଏଁ ୪ ଜଣଙ୍କୁ ଗିରଫ କରିସାରିଲାଣି କ୍ରାଇମବ୍ରାଞ୍ଚ । ଏହି ମାମଲାରେ ଆରଟିଓ କ୍ଲର୍କ … Continue reading Actress Arrested: ଡ୍ରଗ୍ସ ଲିଙ୍କରେ ଗିରଫ ହେଲେ କେଉଁ ଅଭିନେତ୍ରୀ ?
Copy and paste this URL into your WordPress site to embed
Copy and paste this code into your site to embed