ଭୁବନେଶ୍ବର ଆମ ବସ ଡିପୋରେ ଡ୍ରାଇଭରମାନଙ୍କ ହଙ୍ଗାମା । ବସ ଆଗରେ ଶୋଇ ରହି କରିଛନ୍ତି ପ୍ରତିବାଦ । ଡ୍ରାଇଭରଙ୍କ ହଙ୍ଗାମା ଯୋଗୁ ଗଡ଼ୁନି ବସ୍। ଫଳରେ ଗାଡକଣ ଡିପୋରେ ଅଟକିଛି ସମସ୍ତ ବସ । ଗାଡ଼ି ନ ଚଳାଇ ଧାରଣାରେ ବସିଛନ୍ତି ଡ୍ରାଇଭର ।