WHOକୁ ପାଣ୍ଠି ପ୍ରଦାନ ଉପରେ ରୋକ ଲଗାଇଲେ ଡୋନାଲ୍ଡ ଟ୍ରମ୍ପ

ନୂଆଦିଲ୍ଲୀ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଉପରେ ଆମେରିକା ଖଫା । WHOକୁ ଦିଆଯାଉଥିବା ଫଣ୍ଡ ଉପରେ ରୋକ ଲଗାଇଲା ଆମେରିକା । ଏ ନେଇ ଆମେରିକୀୟ ପ୍ରଶାସନିକ ଅଧିକାରୀଙ୍କୁ ଏ ନେଇ ନିର୍ଦ୍ଦେଶ ଦେଇଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଆମେରିକୀୟ ରାଷ୍ଟ୍ରପତିଙ୍କ ଏଭଳି ନିଷ୍ପତ୍ତି ଉପରେ ପ୍ରତିକ୍ରିୟା ରଖିଛନ୍ତି ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରସ । ସେ କହିଛନ୍ତି, ଏଭଳି ସ୍ଥିତି ଟଙ୍କା କାଟିବାର ସମୟ ନୁହେଁ । କେବଳ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ନୁହେଁ … Continue reading WHOକୁ ପାଣ୍ଠି ପ୍ରଦାନ ଉପରେ ରୋକ ଲଗାଇଲେ ଡୋନାଲ୍ଡ ଟ୍ରମ୍ପ