ମେ ୩ ଯାଏଁ ଉଡିପାରିବେନି ବିମାନ, ଗଡ଼ିପାରିବନି ବସ୍ କି ଟ୍ରେନ୍

ନୂଆଦିଲ୍ଲୀ: ଭାରତରେ କରୋନାଭାଇରସ୍ ସଂକ୍ରମଣ ବଢ଼ିଛି ଏବଂ ଏହାକୁ ଧ୍ୟାନରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମେ ୩ ଯାଏଁ ଲକଡାଇନ ଅବଧିକୁ ବୃଦ୍ଧି କରିଛନ୍ତି । ଏହାକୁ ଦୃଷ୍ଟିରେ ରଖି ଭାରତରେ ସମସ୍ତ ଘରୋଇ ଏବଂ ଅନ୍ତର୍ଜାତୀୟ ବିମାନ ଉଡ଼ାଣକୁ ଆସନ୍ତା ୩ ତାରିଖ ପର୍ଯ୍ୟନ୍ତ ବାତିଲ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହାର ସୂଚନା ବର୍ତ୍ତମାନ ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟରେ ଡିଜିସିଏ (ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ) ଦ୍ୱାରା ପ୍ରଦାନ କରାଯାଇଛି। All domestic and … Continue reading ମେ ୩ ଯାଏଁ ଉଡିପାରିବେନି ବିମାନ, ଗଡ଼ିପାରିବନି ବସ୍ କି ଟ୍ରେନ୍