ହସ୍ପିଟାଲ ଚାମ୍ବରରେ ଡାକ୍ତରଙ୍କ ଆତ୍ମହତ୍ୟା

1 min read

 ଭୁବନେଶ୍ୱର: ଏକ ଘରୋଇ ହସ୍ପିଟାଲର ଡାକ୍ତରଙ୍କ ଆତ୍ମହତ୍ୟା  । ହସ୍ପିଟାଲ ଚାମ୍ବର ଭିତରେ  ଆତ୍ମହତ୍ୟା କରିଛନ୍ତି ଡାକ୍ତର  । କିନ୍ତୁ କାହିଁକି ଓ କେଉଁ  କାରଣ ପାଇଁ ଡାକ୍ତର ଆତ୍ମହତ୍ୟା କରିଛନ୍ତି ତାହାର କାରଣ ଅସ୍ପଷ୍ଟ ରହିଛି । ମିଳିଥିବା ସୂଚନା ମୁତାବକ  ଡାକ୍ତର ଜଣକ ହେଉଛନ୍ତି ଶିଶିର ସାହୁ  ।

ଘଟଣାଟି ଭରତପୁର ଥାନା ଅଞ୍ଚଳରେ ଘଟିଥିବାବେଳେ ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଜାରି ରଖିଛି  । ଡାକ୍ତର ଜଣଙ୍କ ମେଡ଼ିସିନ କିମ୍ବା ନିଜ ଦେହରେ ବିଷ ଇଂଜେକସନ ଦେଇଥିବା ସନ୍ଧେହ କରାଯାଉଛି  ।

[DISPLAY_ULTIMATE_SOCIAL_ICONS]