ବିଜେଡ଼ିରୁ ବହିଷ୍କୃତ ଜିଲ୍ଲା ପରିଷଦ ସଭ୍ୟ ଧରଣୀଧର ଘଡ଼େଇ

ଯାଜପୁର: ବିଜେଡ଼ିରୁ ବହିଷ୍କୃତ ହେଲେ ଧରଣୀଧର ଘଡ଼େଇ । ବିଜେଡ଼ି ଜିଲ୍ଲା ପରିଷଦ ସଭ୍ୟ ଭାବେ ତିନି ନମ୍ବର ଜୋନରେ ଥିବା ଧରଣାଧର ଘଡ଼େଇଙ୍କୁ ଆଜି ବିଜୁ ଜନତା ଦଳରୁ ବହିଷ୍କୃତ କରାଯାଇଛି । ଦଳର ସୁପ୍ରିମୋ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ବିଜେଡ଼ି ସାଧାରଣ ସଂପାଦକ (ଗଣମାଧ୍ୟମ) ମାନସ ମଙ୍ଗରାଜ ଏନେଇ ସୂଚନା ପ୍ରଦାନ କରିଛନ୍ତି ।