ଭିଜିଲାନ୍‌ସ ଜାଲରେ କେନ୍ଦୁପତ୍ର ଡିଏଫ୍‌ଓ ଓ ଡେପୁଟି ରେଞ୍ଜର

dfo & deputy in vigilance net

ବଲାଙ୍ଗୀର: ଭିଜିଲାନ୍ସ ଜାଲରେ ବଲାଙ୍ଗୀର ପାଟଣାଗଡ଼ କେନ୍ଦୁଲିଫ୍ ଡିଏଫ୍‌ଓ ଓ ଡେପୁଟି ରେଞ୍ଜର। ୧ ଲକ୍ଷ ୬୬ ହଜାର ଲାଞ୍ଚ ନେଉଥିବା ବେଳେ ଉଭୟ ଧରାପଡିଛନ୍ତି। କେନ୍ଦୁଲିଫ୍‌ ଡିଏଫ୍‌ଓ ପ୍ରଣବ କୁମାର ମହାନ୍ତି ଓ ଡେପୁଟି ରେଞ୍ଜର ତ୍ରିଲୋଚନ ଦେହୁରୀ। ଫଡି ଘର ମରାମତି ବିଲ୍‌ ପାସ କରିବାକୁ ରେଞ୍ଜର ଜଗନ୍ନାଥ ଦାସଙ୍କଠାରୁ ୧ ଲକ୍ଷ ୬୬ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରିଲା ଭିଜିଲାନ୍‌ସ।

ଫଡ଼ି ମରାମତି ବିଲ୍ ପାସ କରିବାକୁ ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ ଡିଏଫଓ । ଲାଞ୍ଚ ବାବଦକୁ ୨ଲକ୍ଷ ଟଙ୍କା ମଗିଥିଲେ ରେଞ୍ଜର ଜଗନ୍ନାଥ ଦାସ । ପରେ ଏହି ଟଙ୍କା କମାଇ ୧ ଲକ୍ଷ ୬୬ଟଙ୍କାରେ ଫାଇନାଲ ହୋଇଥିଲା ଡିଲ୍ ।  ଏତେ ଟଙ୍କା ଦେବାକୁ ପ୍ରଥମେ ଜଗନ୍ନାଥ ଦାସ ଅମଙ୍ଗ ହୋଇଥିଲେ ଏବଂ ଏନେଇ ଅଭିଯୋଗ ମଧ୍ୟ କରିଥିଲେ ।

 

 

Leave a Reply