ପରିବାର ସହ ଭୋଟ୍ ଦେଲେ ଦେବେନ୍ଦ୍ର

1 min read

ମତାଧିକାର ସାବ୍ୟସ୍ତ କରିଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ୍ । ନିଜ ନିର୍ବାଚନ ମଣ୍ଡଳୀ ଦକ୍ଷିଣ-ପଶ୍ଚିମ ନାଗପୁରରେ ସପରିବାର ମତଦାନ କରିଛନ୍ତି । ତାଙ୍କ ସହ ସ୍ତ୍ରୀ ଓ ମାଆ ଧର୍ମପେଠ ସ୍କୁଲରେ ହୋଇଥିବା ବୁଥରେ ଭୋଟ୍ ଦେଇଛନ୍ତି । ନିଜେ ଭୋଟ୍ ଦେବା ସହ ଅନ୍ୟ ସମସ୍ତଙ୍କୁ ମତଦାନ ପାଇଁ ଅନୁରୋଧ କରିଛନ୍ତି ।

ଦେବେନ୍ଦ୍ର ଫଡନବିସ୍ ଦକ୍ଷିଣ-ପଶ୍ଚିମ ନାଗପୁର ବିଧାନସଭା ଆସନରୁ ପଞ୍ଚମ ଥର ପାଇଁ ନିର୍ବାଚନ ଲଢ଼ୁଛନ୍ତି । ପ୍ରଚାର ସମୟରେ ବିଜେପି ପୁଣି ଥରେ କ୍ଷମତା ଦଖଲ କରିବ ବୋଲି ଫଡନବିସ୍ ଦୃଢୋକ୍ତି ବ୍ୟକ୍ତ କରିଥିଲେ ।

')}

[DISPLAY_ULTIMATE_SOCIAL_ICONS]
Opn Commnet Area

Leave a Reply

Your email address will not be published.