ଦୋଷୀଙ୍କ ପାଖରୁ ଘୁଞ୍ଚୁଛି ଫାଶୀ ଖୁଣ୍ଟ

ନୂଆଦିଲ୍ଲୀ: ତାରିଖ ପରେ ତାରିଖ । ନିର୍ଭୟା ଦୋଷୀଙ୍କ ପାଖରୁ ଫାଶୀ ଖୁଣ୍ଟ ଘୁଞ୍ଚି ଘୁଞ୍ଚି ଯାଉଛି । କେବେ ୪ ସୈତାନ ଫାଶୀରେ ଝୁଲିବେ ତାହା ଏବେ ଅନିଶ୍ଚିତତା ଘେରରେ । ଏପଟେ ଏହି ମାମଲାରେ ଆଜି ଦିଲ୍ଲୀ ହାଇକୋର୍ଟ ଶୁଣାଣି କରିବେ । ଏନେଇ ୪ ଦୋଷୀଙ୍କ ନିକଟକୁ ନୋଟିସ ପଠାଯାଇଛି । ଫେବ୍ରୁଆରୀ ୧ରେ ଫାଶୀ ହେବାର ଥିଲେ ମଧ୍ୟ ରୋକ୍‌ ଲଗାଇଥିଲେ ପଟିଆଲା ହାଉସ କୋର୍ଟ । ତେବେ ଫାଶୀ ପାଇଁ … Continue reading ଦୋଷୀଙ୍କ ପାଖରୁ ଘୁଞ୍ଚୁଛି ଫାଶୀ ଖୁଣ୍ଟ