ଏକାସାଥିରେ ଫାଶୀ ପାଇବେ ସମସ୍ତ ଦୋଷୀ: ୭ ଦିନ ମଧ୍ୟରେ ସମସ୍ତ ଆଇନଗତ ଉପାୟ ଅପଣାଇବାକୁ ନିର୍ଦ୍ଦେଶ

ନିର୍ଭୟା ଦୋଷୀଙ୍କୁ ଯଥାଶୀଘ୍ର ଫାଶୀ ଦେବା ନେଇ କେନ୍ଦ୍ର ସରକାର ଓ ଦିଲ୍ଲୀ ପୋଲିସର ଆବେଦନକୁ ଖାରଜ କରିଛନ୍ତି ଦିଲ୍ଲୀ ହାଇକୋର୍ଟ । ସମସ୍ତ ଦୋଷୀଙ୍କୁ ଏକାସମୟରେ ଫାଶୀ ଦିଆଯିବ । ଏଥିସହିତ ୭ ଦିନ ମଧ୍ୟରେ ସମସ୍ତ ନ୍ୟାୟିକ ଉପାୟ ଆପଣାଇବାକୁ ଦୋଷୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମାନ୍ୟବର କୋର୍ଟ । ସୂଚନାଯୋଗ୍ୟ ଯେ,  ନିର୍ଭୟା ଦୋଷୀଙ୍କୁ ଜାରି ଡେତ୍‌ ଓ୍ୱାରେଣ୍ଟ ୨ଥର ଟଳି ସାରିଛି । ଦୋଷୀମାନେ ପୃଥକ ପୃଥକଭାବେ ଆଇନଗତ ବିକଳ୍ପର ବ୍ୟବହାର କରୁଛନ୍ତି … Continue reading ଏକାସାଥିରେ ଫାଶୀ ପାଇବେ ସମସ୍ତ ଦୋଷୀ: ୭ ଦିନ ମଧ୍ୟରେ ସମସ୍ତ ଆଇନଗତ ଉପାୟ ଅପଣାଇବାକୁ ନିର୍ଦ୍ଦେଶ