ତବଲିଗି ଜମାତର ମୌଲାନା ସାଦକୁ କ୍ରାଇମବ୍ରାଞ୍ଚର ନୋଟିସ୍, ପଚରାଗଲା ୨୬ ପ୍ରଶ୍ନ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ବୃଦ୍ଧି କରିଥିବା ଦିଲ୍ଲୀ ନିଜାମୁଦ୍ଦିନଲ ତବଲିଗି ଜମାତର ମୌଲନାକୁ କ୍ରାଇମବ୍ରାଞ୍ଚ ପକ୍ଷରୁ ନୋଟିସ୍ ଜାରି କରାଯାଇଛି । ଏଥିସହ ମୌଲାନା ମୋହମ୍ମଦ ସାଦକୁ ୨୬ଟି ପ୍ରଶ୍ନର ଜବାବ ମାଗିଛି କ୍ରାଇମବ୍ରାଞ୍ଚ । ଫେରାର୍ ମୌଲନା ସାଦକୁ ଧରିବାକୁ ପୋଲିସ ବିଭିନ୍ନ ସ୍ଥାନରେ ରେଡ୍ କରିଛି । ଗୋଟିଏ ଦିନ ପୂର୍ବରୁ ସାଦ ଏକ ଅଡିଓ କ୍ଲିପ୍ ଜାରି କରିଥିଲା । ଯେଉଁଥିରେ ଆଇସୋଲେସନରେ ଥିବା କହିଥିଲା । କ୍ରାଇମବ୍ରାଞ୍ଚ ପଠାଇଥିବା ନୋଟିସରେ … Continue reading ତବଲିଗି ଜମାତର ମୌଲାନା ସାଦକୁ କ୍ରାଇମବ୍ରାଞ୍ଚର ନୋଟିସ୍, ପଚରାଗଲା ୨୬ ପ୍ରଶ୍ନ