ରେଳ ଧାରଣାରେ ପଡ଼ିଛି ଶବ

ଚଣ୍ଡିଖୋଲ: ଟ୍ରାନ୍ ଲାଇନରେ ପଡ଼ିଛି ଶବ । କାହାର କିଛି ଜଣାନାହିଁ । ସ୍ଥାନୀୟ ଲୋକ ଦେଖି ପୋଲିସକୁ ସୂଚନା ଦେଲେ । ଯୁବକଙ୍କ ପରିଚୟ ମିଳିପାରି ନଥିବା ବେଳେ ରେଲଓ୍ବେ ପୋଲିସ ତଦନ୍ତ ଆରମ୍ଭ କରିଛି ।
ଆଜି ସକାଳୁ ଯାଜପୁର ଜିଲ୍ଲା ହରିଦାସପୁର ଖୋସାଲିପୁର ରେଳ ଧାରଣା ଦେଇ କିଛି ଲୋକ ଜଣେ ଯୁବକଙ୍କ ମୃତଦେହ ଧାରଣାରେ ପଡିଥିବା ଦେଖିବାକୁ ପାଇଥିଲେ ।
ଏଥିସହିତ ପଢନ୍ତୁ: ମାଛ ଜାଲରେ ଫସିଥିଲା ସାପ: ଦେଖନ୍ତୁ କିଭଳି ଉଦ୍ଧାର ହେଲା