ଆସନ୍ତାକାଲି ସକାଳ ୬ଟାରେ ନିର୍ଭୟା ଦୋଷୀଙ୍କ ଫାଶୀ ହେବ ନା ନାହିଁ ?
ନୂଆଦିଲ୍ଲୀ : ରାତି ପାହିଲେ ଫାଶୀ । ପୂର୍ବ ଆଦେଶ ମୂତାବକ ମାର୍ଚ୍ଚ ୩ ତାରିଖ ସକାଳ ୬ଟାରେ ଦିଲ୍ଲୀର ତିହାର ଜେଲ୍ ପରିସରରେ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ୪ ଦୋଷୀଙ୍କୁ ଫାଶୀ ଦେବାକୁ ସ୍ଥିର ହୋଇଛି । ଏଥିପାଇଁ ଜେଲ୍ କର୍ତ୍ତୃପକ୍ଷ ସମସ୍ତ ପ୍ରସ୍ତୁତି ଶେଷ କରିସାରିଛନ୍ତି । ଫାଶୀ ପାଇଁ ଦଉଡ଼ି, ଘାତକ, ସ୍ଥାନ, ସମୟ, ଡାକ୍ତର, ଭିଡିଓ ଗ୍ରାଫିର ବ୍ୟବସ୍ଥା ସବୁକିଛି ସ୍ଥିର ହୋଇ ସାରିଛି । ଏ ସବୁ … Continue reading ଆସନ୍ତାକାଲି ସକାଳ ୬ଟାରେ ନିର୍ଭୟା ଦୋଷୀଙ୍କ ଫାଶୀ ହେବ ନା ନାହିଁ ?
Copy and paste this URL into your WordPress site to embed
Copy and paste this code into your site to embed