ଭାରତୀୟ ନୌସେନାରେ କରୋନା ପଜିଟିଭ, ୨୧ ରୁ ଅଧିକ ସୈନିକଙ୍କର ହେଲାଣି କରୋନା ପରୀକ୍ଷା

ମୁମ୍ବାଇ: ସାରା ଦେଶରେ କରୋନା ତାର କାୟା ବିସ୍ତାର କରିବାରେ ଲାଗିଛି । କରୋନା ସଂକ୍ରମଣର ରିପୋର୍ଟ ପ୍ରତ୍ୟେକ ଅଞ୍ଚଳରୁ ଆସୁଛି । ଯାହାଫଳରେ ଭାରତୀୟ ନୌସେନା କର୍ମଚାରୀଙ୍କ ମଧ୍ୟରେ ଏହାର ଭୟ ମଧ୍ୟ ଦେଖାଦେଇଛି । ଏହା ମଧ୍ୟ କୁହାଯାଉଛି କି ନୌସେନାରେ ୨୧ ରୁ ଅଧିକ କର୍ମଚାରୀଙ୍କ କରୋନା ପରୀକ୍ଷା କରାଯାଇଛି । ସେମାନଙ୍କ ମଧ୍ୟରୁ ଅନେକଙ୍କ ରିପୋର୍ଟ ପଜିଟିଭ ଆସିଛି ବୋଲି କୁହାଯାଉଛି । ଏପ୍ରିଲ ୭ରେ ନୌସେନାରେ ପ୍ରଥମ କରୋନା କେସ୍‌ … Continue reading ଭାରତୀୟ ନୌସେନାରେ କରୋନା ପଜିଟିଭ, ୨୧ ରୁ ଅଧିକ ସୈନିକଙ୍କର ହେଲାଣି କରୋନା ପରୀକ୍ଷା