Corona news-Sero Survey : ରାଜଧାନୀବାସୀଙ୍କ ମଧ୍ୟରେ ବଢ଼ିଛି ରୋଗ ପ୍ରତିରୋଧକ ଶକ୍ତି, ସଂକ୍ରମଣ ପାଇଁ ସେପ୍ଟେମ୍ବର ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର: ଖୋର୍ଦ୍ଧାରେ ବୃଦ୍ଧି ପାଉଥିବା କରୋନା ସଂକ୍ରମଣ ଚିନ୍ତାଜନକ ନୁହେଁ । ଭୁବନେଶ୍ୱର ମହାନଗର ନିଗମ ଓ ଖୋର୍ଦ୍ଧ ଜିଲ୍ଲା ପ୍ରଶାସନ ପକ୍ଷରୁ ଟେଷ୍ଟିଂ ହାର ବୃଦ୍ଧି କରାଯାଇଛି । ଏଥିସହିତ ଭୁବନେଶ୍ୱରକୁ ବିଭିନ୍ନ ଜିଲ୍ଲା ଏପରିକି ରାଜ୍ୟ ବାହରୁ ଲୋକେ ମଧ୍ୟ ଚିକିତ୍ସା ପାଇଁ ଆସୁଛନ୍ତି । ଏହି ଦୃଷ୍ଟିରୁ ଭୁବନେଶ୍ୱରରେ ସଂଖ୍ୟା ବଢୁଛି । ହେଲେ ସେରୋ ସର୍ଭେରେ ଲୋକଙ୍କ ଠାରେ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି ନେଇ ଆସିଥିବା ରିପୋର୍ଟ ସମସ୍ତଙ୍କ ପାଇଁ … Continue reading Corona news-Sero Survey : ରାଜଧାନୀବାସୀଙ୍କ ମଧ୍ୟରେ ବଢ଼ିଛି ରୋଗ ପ୍ରତିରୋଧକ ଶକ୍ତି, ସଂକ୍ରମଣ ପାଇଁ ସେପ୍ଟେମ୍ବର ଗୁରୁତ୍ୱପୂର୍ଣ୍ଣ