କୋଭିଡ ବିରୋଧରେ ଯୁଦ୍ଧ: ପ୍ରତି ପଞ୍ଚାୟତରେ କୋଭିଡ ଗୃହ, ନିଯୁକ୍ତ ହେବେ ୭ ହଜାର ସ୍ୱାସ୍ଥ୍ୟ କର୍ମୀ

ଭୁବନେଶ୍ୱର:  ରାଜ୍ୟରେ କୋଭିଡ ସଂକ୍ରମଣ ବ୍ୟାପକ ଭାବରେ ବୃଦ୍ଧି ପାଉଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କରୋନା ସଂକ୍ରମିତଙ୍କ ପାଇଁ ପ୍ରତି ପଞ୍ଚାୟତରେ କୋଭିଡ କେୟାର ଗୃହ ପ୍ରତିଷ୍ଟା କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏହି କୋଭିଡ କେୟାର ଗୃହର ପରିଚାଳନା ପାଇଁ ଅସ୍ଥାୟୀ ଭାବେ ୭୦୦୦ ପ୍ରଶିକ୍ଷିତ ସ୍ୱାସ୍ଥ୍ୟ କର୍ମୀଙ୍କୁ ନିଯୁକ୍ତି ଦିଆଯିବ । ରାଜ୍ୟର ୬୭୯୮ ଗ୍ରାମପଞ୍ଚାୟତରେ ପ୍ରତିଷ୍ଠା ହେବାକୁ ଥିବା କୋଭିଡ ଗୃହରେ ଏହି ସ୍ୱାସ୍ଥ୍ୟ କର୍ମୀମାନେ ନିଯୁକ୍ତ … Continue reading କୋଭିଡ ବିରୋଧରେ ଯୁଦ୍ଧ: ପ୍ରତି ପଞ୍ଚାୟତରେ କୋଭିଡ ଗୃହ, ନିଯୁକ୍ତ ହେବେ ୭ ହଜାର ସ୍ୱାସ୍ଥ୍ୟ କର୍ମୀ