ଦେଶୀ କରୋନା ଭ୍ୟାକ୍ସିନର ମାନବ ପରୀକ୍ଷଣ ଆରମ୍ଭ,ଏମସରେ ୧୦୦ ଜଣଙ୍କୁ ଦିଆଯିବ ପ୍ରଥମ ଡୋଜ୍
ନୂଆଦିଲ୍ଲୀ: ପ୍ରଥମ ଭାରତୀୟ କରୋନା ଭାଇରସ ଭ୍ୟାକ୍ସିନ୍ କୋଭାକ୍ସିନର ମାନବ ପରୀକ୍ଷଣ ନୂଆଦିଲ୍ଲୀର ଏମସରେ ଆଜିଠାରୁ ଆରମ୍ଭ ହୋଇଛି । ଟ୍ରାଏଲର ଦାୟିତ୍ୱ ନେଇଥିବା ଡ.ସଂଜୟ ରାୟଙ୍କ ଅନୁସାରେ ଏଥିପାଇଁ ରେଜିଷ୍ଟ୍ରେସନ ଆରମ୍ଭ ହୋଇଯାଇଛି । ଆଜି କିଛି ଭଲ୍ୟୁଣ୍ଟର୍ସଙ୍କ ଠାରେ ଏହା ପ୍ରଥମ ଡୋଜ୍ ଦିଆଯିବାର ସମ୍ଭାବନା ରହିଛି । ଦିଲ୍ଲୀ ଏମସ ସହ ଦେଶର ଅନ୍ୟ ୧୨ ସ୍ଥାନରେ ଏହାର ମାନବ ପରୀକ୍ଷଣ ହେବ । ତେବେ ଏମସର ନମୂନା ସାଇଜ୍ ସମଗ୍ର ଦେଶରେ … Continue reading ଦେଶୀ କରୋନା ଭ୍ୟାକ୍ସିନର ମାନବ ପରୀକ୍ଷଣ ଆରମ୍ଭ,ଏମସରେ ୧୦୦ ଜଣଙ୍କୁ ଦିଆଯିବ ପ୍ରଥମ ଡୋଜ୍
Copy and paste this URL into your WordPress site to embed
Copy and paste this code into your site to embed